• About
  • Contact
Wednesday, June 24, 2026
Wednesday, June 24, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ରାଜଧାନୀ ଏବଂ ଜନ୍ମ ପୀଠ କୁସୁପୁରରେ ପଲ୍ଲୀକବି ଙ୍କୁ ଶ୍ରଦ୍ଧାଞ୍ଜଳି

ରାଜଧାନୀ ଏବଂ ଜନ୍ମ ପୀଠ କୁସୁପୁରରେ ପଲ୍ଲୀକବି ଙ୍କୁ ଶ୍ରଦ୍ଧାଞ୍ଜଳି
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୨ ଡିସେମ୍ବର ୨୦୨୩

ଭୁବନେଶ୍ୱର ସ୍ଥିତ ବର୍ଷୀୟାନ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ “ମାହାଙ୍ଗା ମୈତ୍ରୀ ମଞ୍ଚ” ଏବଂ ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ପଲ୍ଲୀ କବି ନନ୍ଦକିଶୋର ବଳଙ୍କ ୧୪୯ ତମ ଜୟନ୍ତୀ ପାଳିତ ହୋଇ ଯାଇଛି।

ଫାଉଣ୍ଡେସନ ଅଧ୍ୟକ୍ଷ ତଥା ପୂର୍ବତନ ଆୟକର କମିଶନର ଶୋଭନ କର ଏବଂ ମଞ୍ଚ ସମ୍ପାଦକ ଅବନୀ ଚନ୍ଦ୍ର ଦାସ ସ୍ଥାନୀୟ ଜୟଦେବ ବିହାର ଛକ ଅନତିଦୂରରେ ଥିବା ପଲ୍ଲୀ କବି ଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଥିଲେ ।

ପଲ୍ଲୀ ବହୁଳ ଓଡ଼ିଶା ରାଜ୍ୟ ର ସାଂସ୍କୃତିକ ଓ ସାମାଜିକ ଜୀବନ କୁ ପଲ୍ଲୀ କବି ଙ୍କ ସାହିତ୍ୟ ବହୁ ଭାବରେ ଉଦ୍ ବୁଦ୍ଧ କରିଛି ଏବଂ ସେଥିପାଇଁ ସେ ଆଜିବି ଜନମାନସରେ ଅମର ହୋଇ ରହିଛନ୍ତି ବୋଲି ଶ୍ରୀ କର ମତ ବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଅଜିତ୍ କୁମାର ସାହୁ, ଅମୂଲ୍ୟ କୁମାର ସ୍ବାଇଁ, ବିଜୟ କୁମାର ବେହେରା, ଶରତ କୁମାର ରାଉତ, ଅରୁଣ କୁମାର ସ୍ବାଇଁ, ସୁରେନ୍ଦ୍ର କୁମାର ଜେନା, ରାଜ୍ୟ ସରକାର ଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଲକ୍ଷ୍ମୀଧର ବେହେରା, ବିଜେଡି ସାଂସ୍କୃତିକ ସାମୁଖ୍ୟ କର୍ମ କର୍ତ୍ତା ମାନେ ଯୋଗଦେଇ ପଲ୍ଲୀ କବି ନନ୍ଦକିଶୋର ବଳ ଙ୍କ ସ୍ମୃତି ଚାରଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

କବିଙ୍କ ଜନ୍ମପୀଠ କୁସୁପୁର (ମାହାଙ୍ଗା) ଠାରେ ମଧ୍ୟ ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ପଲ୍ଲୀ କବି ନନ୍ଦକିଶୋର ଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଫାଉଣ୍ଡେସନ ତରଫରୁ ସର୍ବଶ୍ରୀ ଶୁଭେନ୍ଦୁ କୁମାର ସାମଲ, ପ୍ରମୋଦ କୁମାର ଭୂୟାଁ, ହୃଷୀକେଶ ବେହେରା ପ୍ରମୁଖ ମାଲ୍ୟାର୍ପଣ କରିଛନ୍ତି ।

Nirvik Bureau

Nirvik Bureau

Related Posts

Vipul’s Voice:Burden of the Known
More

Vipul’s Voice:
Burden of the Known

by Vipul Agarwal
June 19, 2026

Vipul Agarwal, Delhi, 19 June 2026 While reading horoscopes, I often wonder whether a person can see the future clearly...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୬)

June 14, 2026
ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

June 5, 2026
ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

June 5, 2026
Story Not So Untrue

Story Not So Untrue

May 21, 2026
Vipul’s Voice: Crystal Clear Reality

Vipul’s Voice:
 Crystal Clear Reality

May 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.