• About
  • Contact
Monday, March 16, 2026
Monday, March 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ରମାବୋଉ

ରମାବୋଉ
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୫ ଅଗଷ୍ଟ ୨୦୨୪

ରମାବୋଉ- ଘରେ ଅଛ ?

ମଧ୍ୟବୟସ୍କା ସ୍ତ୍ରୀ ଲୋକ ଜଣେ ଲଂଠନ ନେଇ ଆସିଲେ । ଆମେ କୋଠା ଘରଟିର ତଳେ ଅଂଧାରରେ ଠିଆ ହୋଇଥାଉ ! ମା, ବଡ଼ କକେଇ, ନାନୀ, ନନା ଓ ମୁଁ ।

ସେ ଆମକୁ ଘରର ଚାବି ଖୋଲି ପଛପଟେ ନେଲେ । ଆଗରେ ଘରର ବାଲିକୁଦରେ ଦୁଆର ପୋତି ହୋଇ ରହିଥାଏ । ପରଦିନ ସକାଳୁ ମୁଁ ସାମ୍ନାରେ କୁଦ ଉପରକୁ ଚଢ଼ି ସମୁଦ୍ରକୁ ଦେଖିଲି । ଏତେ ପାଖରେ ସମୁଦ୍ର… । ସେ ମୋର ପ୍ରଥମ ସମୁଦ୍ର ଅନୁଭବ ।

ଏବେ ମନେପକାଉଛି- ସେ ଥିଲା ୧୯୬୪ ମସିହା ।

ଧୀରେ ଧୀରେ ରମାବୋଉଂକ ପରିବାର ସହ ଆମର ପରିଚୟ ହେଲା । ତାଂକ ସ୍ୱାମୀ ହଟ ଦାସ ରହନ୍ତି ଭୁବନେଶ୍ୱରରେ । ପୁଅ ରାଜୁଭାଇ ବି ବିଦ୍ୟୁତ ବିଭାଗରେ ଭୁବନେଶ୍ଵରରେ ଥିଲେ । ଅନ୍ୟ ପୁଅ ରବିଭାଇ ମୋ’ଠୁ ବର୍ଷେ ବଡ଼ ଥିଲା । ସେ ବି ଭୁବନେଶ୍ଵରରେ ରାଜୁଭାଇଙ୍କ ପାଖେ ରହି ପଢୁଥିଲା ।

ରମାବୋଉଂକ ଦୁଇ ଝିଅ ଓ ଦୁଇ ଭଉଣି ସେଇଠି ଥିଲେ । ସେମାନଙ୍କ ସହ ଆମେ ମିଶିଗଲୁ । ଜଣେ ଝିଅ ସ୍ଵାମୀଠୁ ଅଲଗା ଥିଲେ । ଅନ୍ୟ ଝିଅ ରମାନାନୀ ଆମଠୁ ଟିକେ ବଡ଼ ଥିଲେ । ଅନ୍ୟ ଭଉଣିମାନଂକ ପିଲାମାନେ ରେବନାନୀ, ଟୁନି, ଫୁନାବାସୀ, ଭାଇ ପ୍ରଫୁଲ୍ଲ, ପ୍ରମୋଦ ସମସ୍ତେ ଆମ ପାଖାପାଖି ବୟସର ଥିଲେ । ନାନୀ ରେବନାନୀ ସହ ମିଶି ଖୁଦୁରୁକୁଣି ଓଷା କରିବା ଆରମ୍ଭ କଲା ।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡୀ ଭୂୟାଁ (ଭାଗ ୭୩)

by ଭବେଶ ଚନ୍ଦ୍ର କର
March 14, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ମାର୍ଚ୍ଚ ୨୦୨୬ ସନ୍ଧ୍ୟା ହେଲା କିନ୍ତୁ ମନ୍ମଥ ଜଙ୍ଗଲରୁ ନ ଫେରିବାରୁ ମନରେ ମୋର ଛନକା ପଶିଲା। କୁଆଡେ ଗଲା...

Read more
ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

March 11, 2026
Dhanada’s Discourse: In the Aftermath of the US Losing the War to Iran: Prof Jiang

Dhanada’s Discourse:
In the Aftermath of the US Losing the War to Iran: Prof Jiang

March 8, 2026
Jay’s Thoughts:Dated Rituals and our unquestioning acceptance of them

Jay’s Thoughts:
Dated Rituals and our unquestioning acceptance of them

February 22, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୨)

February 15, 2026
Fifty-five Years of Unspoken & Emotional Journey of a Journalist’s Wife

Fifty-five Years of Unspoken & Emotional Journey of a Journalist’s Wife

February 9, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.