• About
  • Contact
Thursday, May 21, 2026
Thursday, May 21, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଉତ୍କଳମଣି

ଉତ୍କଳମଣି
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ୯ ଅକ୍ଟୋବର ୨୦୨୨

“ମିଶୁ ମୋର ଦେହ ଏ ଦେଶ ମାଟିରେ
ଦେଶ ବାସୀ ଚାଲିଯା’ନ୍ତୁ ପିଠିରେ”—-
ଦେଶ ପ୍ରେମର ଏକ ଅବିକଳ୍ପ ଅଭିବ୍ୟକ୍ତି
ଦେଲେ ଯିଏ ସିଏ ଆମ ରାଇଜ ମଣି
କରେ ମୁଁ ପ୍ରଣାମ ତାଙ୍କୁ ହୃଦୟରୁ ଦେଇ ଭକ୍ତି.

“ନିଜ ହିତ ଲାଗି ଜାତ ନୁହେଁ ହିନ୍ଦୁ
ବିଶ୍ୱ ହିତେ ତା’ର ପ୍ରତି ରକ୍ତ ବିନ୍ଦୁ”
ହିନ୍ଦୁ ର ମହତ୍ତ୍ୱ ବୁଝି ଥିଲେ ସିଏ ତନ୍ନ ତନ୍ନ
ବିଶ୍ୱ ଭାତୃତ୍ୱ ର ବାର୍ତ୍ତା ଦିଏ ହିନ୍ଦୁତ୍ତ୍ୱ
କହିଲେ ଯିଏ ସେ ବଡ଼ବଡୁଆ ପୂଜ୍ୟ ମହାନ.

“ଉତ୍କଳେ ନେତାର ନାହିଁ ପ୍ରୟୋଜନ
ଉତ୍କଳର ନେତା ନିଜେ ନାରାୟଣ”
ଜଗନ୍ନାଥ ଆମ ସର୍ବସ୍ବ ବୋଲିକି କହିଦେଲେ
ନେତା କି ଜନତା ସଭିଏଁ ସମାନ
ଗୋପବନ୍ଧୁ ନିଜ ହୃଦ ପ୍ରାଣ ସବୁ ସମର୍ପିଲେ.

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

Story Not So Untrue
More

Story Not So Untrue

by Sudipta Mishra
May 21, 2026

Sudipta Mishra, Puri, 21 May 2026 I was in college then. It happened almost two decades ago, sometime between 2006...

Read more
Vipul’s Voice: Crystal Clear Reality

Vipul’s Voice:
 Crystal Clear Reality

May 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୫)

May 15, 2026
Dhanada’s Discourse: Super El Nino Fear  and the Built Environment: India’s Heatwave Crisis and the Coming ENSO Challenge — A Call for Climate-Resilient Infrastructure

Dhanada’s Discourse: Super El Nino Fear  and the Built Environment: India’s Heatwave Crisis and the Coming ENSO Challenge — A Call for Climate-Resilient Infrastructure

May 8, 2026
ଓଡ଼ିଆ ଅସ୍ମିତାର ମନ୍ତ୍ରଦାତା : ମଧୁବାବୁ

ଓଡ଼ିଆ ଅସ୍ମିତାର ମନ୍ତ୍ରଦାତା : ମଧୁବାବୁ

April 28, 2026
ନିର୍ଭୀକ ର ପ୍ରଥମ ମୁଦ୍ରାକର : ପ୍ରଭାତ କୁମାର କର (ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ)

ନିର୍ଭୀକ ର ପ୍ରଥମ ମୁଦ୍ରାକର : ପ୍ରଭାତ କୁମାର କର (ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ)

April 27, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.