ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୧ ଡିସେମ୍ବର ୨୦୨୨
ଶୀତରାତି
ମଗ୍ନ ନଦୀ
ନିରବ
ନିଘଞ୍ଚ
ଶୀତରାତି
ଇଛାମତୀ
ପବନ
ନିରୁକ୍ତ
କ୍ଷତ: ସ୍ଵପ୍ନ
ଅଭିଷେକ
ଦିଗନ୍ତ
ନିଶାନ୍ତ
ମନ୍ତ୍ରମୁଗ୍ଧ
ଶୀତରାତି
ଅଙ୍କାବଙ୍କା ନଈ
ଆକାଶ ଘୁମନ୍ତ !!
ଶୀତରାତି
ମଗ୍ନ ନଦୀ
ନିରବ
ନିଘଞ୍ଚ
ଶୀତରାତି
ଇଛାମତୀ
ପବନ
ନିରୁକ୍ତ
କ୍ଷତ: ସ୍ଵପ୍ନ
ଅଭିଷେକ
ଦିଗନ୍ତ
ନିଶାନ୍ତ
ମନ୍ତ୍ରମୁଗ୍ଧ
ଶୀତରାତି
ଅଙ୍କାବଙ୍କା ନଈ
ଆକାଶ ଘୁମନ୍ତ !!
Former Editor, National Book Trust and Head of National Children's Literature
ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୪ ଫେବୃଆରୀ ୨୦୨୬ କୈଳାଶ ଭାଇ ଚାଲିଗଲେ। ମୋଠୁ ଆଠବର୍ଷ ବଡ଼ ହେବେ। ଦେହ ଦୁଇବର୍ଷ ହେଲା ଭଲ ନ ଥିଲା।...
Read more