• About
  • Contact
Tuesday, March 17, 2026
Tuesday, March 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଗଣକବିଙ୍କ ସାହିତ୍ୟ ତତ୍କାଳୀନ ରାଜନୀତିକୁ ପ୍ରଭାବିତ କରିଥିଲା

ଗଣକବିଙ୍କ ସାହିତ୍ୟ ତତ୍କାଳୀନ ରାଜନୀତିକୁ ପ୍ରଭାବିତ କରିଥିଲା
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୮ ମଇ ୨୦୨୪

(୬୯ତମ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି)

ଭୁବନେଶ୍ୱର,
ତା:୮.୫.୨୦୨୪ରିଖ

ଗଣକବି ବୈଷ୍ଣବ ପାଣି ଥିଲେ ଜନ ଜୀବନର ମୁଖପାତ୍ର । ଗଣକବିଙ୍କ ସାହିତ୍ୟ ତତ୍କାଳୀନ ରାଜନୀତିକୁ ବହୁ ଭାବରେ ପ୍ରଭାବିତ କରିଥିଲା ବୋଲି କହିଛନ୍ତି ପୂର୍ବତନ ଆୟକର କମିଶନର ଶ୍ରୀଯୁକ୍ତ ଶୋଭନ କର ।ବୈଶାଖ ଅମାବାସ୍ୟା ଗଣକବି ଙ୍କ ୬୯ ତମ ପୁଣ୍ୟତିଥି ଅବସରରେ ୮ ତାରିଖ ପ୍ରାତଃ ସାଢେ଼ ସାତ ଘଟିକା ସମୟରେ ରାଜଧାନୀ ଭୁବନେଶ୍ଵର ସ୍ଥିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ସମ୍ମୁଖସ୍ଥ କବିଙ୍କ ପ୍ରତିମୂର୍ତ୍ତି ରେ ମାହାଙ୍ଗା ମୈତ୍ରୀ ମଞ୍ଚ ଏବଂ ଗଣକବି ସ୍ମୃତି ସଂସଦ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଅନୁଷ୍ଠାନ ପକ୍ଷରୁ ପ୍ରତିବର୍ଷ ଭଳି ପୁଷ୍ପମାଲ୍ୟ ସହିତ ଧୂପ, ଦୀପ ଅର୍ଘ୍ୟ ଅର୍ପଣ କରାଯାଇଥିଲା । ଗଣକବି ସ୍ମୃତି ସଂସଦ ସଭାପତି ତଥା ବିଶିଷ୍ଟ ସମାଜସେବୀ ଶୋଭନ କର, ମାହାଙ୍ଗା ମୈତ୍ରୀ ମଞ୍ଚ ସମ୍ପାଦକ ତଥା ସ୍ତମ୍ଭକାର ଅବନୀ ଚନ୍ଦ୍ର ଦାସ, ସଂଗଠନ ସମ୍ପାଦକ ପ୍ରମୋଦ କୁମାର ମିଶ୍ର, ଅନ୍ୟାନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ଅମୂଲ୍ୟ କୁମାର ସ୍ବାଇଁ, ଅଜିତ୍ କୁମାର ସାହୁ, ବିଜୟ କୁମାର ବେହେରା, ପ୍ରମୋଦ କୁମାର ସାହୁ, ବିଚିତ୍ରାନନ୍ଦ ସାହୁ ପ୍ରମୁଖ ଯୋଗ ଦେଇ ଗଣକବିଙ୍କ ସ୍ମୃତି ଚାରଣ କରିବା ସହିତ ଶ୍ରଦ୍ଧାଞ୍ଜଳି ବାଢ଼ିଥିଲେ ।

ଏହି ଅବସରରେ ମାହାଙ୍ଗା ଅଞ୍ଚଳ କବିଙ୍କ ଜନ୍ମପୀଠ କୋଠପଦା ଠାରେ ମଧ୍ୟ ଗଣକବି ସ୍ମୃତି ସଂସଦ ପକ୍ଷରୁ ସଦସ୍ୟ ଶୁଭେନ୍ଦୁ କୁମାର ସାମଲଙ୍କ ତତ୍ତ୍ଵାବଧାନରେ ଉପରୋକ୍ତ ଅନୁଷ୍ଠାନର ବହୁ ବରିଷ୍ଠ ଓ ତରୁଣ ସଦସ୍ୟ ମାନଙ୍କ ଗହଣରେ ସକାଳ ୯ ଘଟିକାରେ କବି ବୈଷ୍ଣବ ପାଣିଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ସହିତ ଶ୍ରଦ୍ଧାର୍ଘ୍ୟ ଅର୍ପଣ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ରୁଦ୍ର ନାରାୟଣ ସିଂହ, ରାମଚନ୍ଦ୍ର ବେହେରା, ରତ୍ନାକର ମହାନ୍ତି, ରାମଚନ୍ଦ୍ର ମହାପାତ୍ର, ପ୍ରଫୁଲ ସ୍ବାଇଁ, କାର୍ତିକ ବିହାରୀ, ବାସୁଦେବ ପୃଷ୍ଟି, ସମ୍ସେର ଅଲ୍ଲୀ ଖାଁ, ଞାନ ରଂଜନ ମହାନ୍ତି, ଦିଲିପ ମହାନ୍ତି, ଦୀପକ ରଂଜନ ଦାସ, ଅଶୋକ ଜେନା, ବିମ୍ବାଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Nirvik Bureau

Nirvik Bureau

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡୀ ଭୂୟାଁ (ଭାଗ ୭୩)

by ଭବେଶ ଚନ୍ଦ୍ର କର
March 14, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ମାର୍ଚ୍ଚ ୨୦୨୬ ସନ୍ଧ୍ୟା ହେଲା କିନ୍ତୁ ମନ୍ମଥ ଜଙ୍ଗଲରୁ ନ ଫେରିବାରୁ ମନରେ ମୋର ଛନକା ପଶିଲା। କୁଆଡେ ଗଲା...

Read more
ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

March 11, 2026
Dhanada’s Discourse: In the Aftermath of the US Losing the War to Iran: Prof Jiang

Dhanada’s Discourse:
In the Aftermath of the US Losing the War to Iran: Prof Jiang

March 8, 2026
Jay’s Thoughts:Dated Rituals and our unquestioning acceptance of them

Jay’s Thoughts:
Dated Rituals and our unquestioning acceptance of them

February 22, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୨)

February 15, 2026
Fifty-five Years of Unspoken & Emotional Journey of a Journalist’s Wife

Fifty-five Years of Unspoken & Emotional Journey of a Journalist’s Wife

February 9, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.