• About
  • Contact
Wednesday, July 16, 2025
Wednesday, July 16, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଉତ୍କଳ ସମ୍ମିଳନୀ

ଉତ୍କଳ ସମ୍ମିଳନୀ
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୩୦ ଡିସେମ୍ବର ୨୦୨୩

ସେଦିନ ମଧୁବାବୁ ଉତ୍କଳ ସମ୍ମିଳନୀ ପାଇଁ ଲେଖିଥିବା ହୃଦୟସ୍ପର୍ଶୀ ଶବ୍ଦ କେଇପଦ—-

“ଏହି ସମ୍ମିଳନୀ ଜାତି ପ୍ରାଣ ସିନ୍ଧୁ
କୋଟି ପ୍ରାଣ ବିନ୍ଦୁ ଧରେ,
ମିଶାଇ ଦେ ଭାଇ ତୋର ପ୍ରାଣ ବିନ୍ଦୁ
ଡେଇଁ ପଡି ସିନ୍ଧୁ ନୀରେ.”

ଆଜି ଏହି ସମ୍ମିଳନୀ ର 120 ତମ ପ୍ରତିଷ୍ଠା ଦିବସ ଅବସରରେ—-

ମଧୁବାବୁଙ୍କର ଆହ୍ୱାନରେ
ସ୍ପନ୍ଦନ ବଢିଲା ହୃଦୟରେ
ଓଡ଼ିଆ ନିଜର ଅସ୍ମିତା ରଖିଲା
ପ୍ରାଣ ମିଶାଇଲା ସିନ୍ଧୁନୀରେ.

ଶେଷେ ସଂଗ୍ରାମର ହେଲା ଜୟ
ଓଡ଼ିଆ ପାଇଲା ପରିଚୟ
ସ୍ୱତନ୍ତ୍ର ହୋଇଲା ଓଡିଶା ରାଇଜ
ଖଳ ବଳ ସବୁ ହେଲା କ୍ଷୟ.

ବନ୍ଦେ ଉତ୍କଳ ଜନନୀ

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

ପୀଡ଼ିତାଙ୍କୁ ନ୍ୟାୟ ସମ୍ପର୍କରେ
More

ପୀଡ଼ିତାଙ୍କୁ ନ୍ୟାୟ ସମ୍ପର୍କରେ

by ଅବନୀ ଚନ୍ଦ୍ର ଦାସ
July 16, 2025

ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ୱର, ୧୬ ଜୁଲାଇ ୨୦୨୫ ବିଭିନ୍ନ କାରଣରୁ ଆମ ଦେଶର ନାରୀ, ପୁରୁଷ, ଶିଶୁ, ଯୁବା, ବୃଦ୍ଧ ବୃଦ୍ଧା, ଛାତ୍ର ଛାତ୍ରୀ ଶାରୀରିକ...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ ଭାଗ (୬୧)

July 14, 2025
Dhanada’s Discourse: Whither Odisha AI Policy 2025!

Dhanada’s Discourse:
Whither Odisha AI Policy 2025!

July 9, 2025
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ ଭାଗ (୬୦)

June 28, 2025
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ ଭାଗ (୫୯)

June 15, 2025
Dhanada’s Discourse:  The Assault on Education: A Global Crisis Unfolding

Dhanada’s Discourse:
The Assault on Education: A Global Crisis Unfolding

June 9, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.