• About
  • Contact
Monday, December 8, 2025
Monday, December 8, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଉତ୍କଳମଣି

ଉତ୍କଳମଣି
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ୯ ଅକ୍ଟୋବର ୨୦୨୨

“ମିଶୁ ମୋର ଦେହ ଏ ଦେଶ ମାଟିରେ
ଦେଶ ବାସୀ ଚାଲିଯା’ନ୍ତୁ ପିଠିରେ”—-
ଦେଶ ପ୍ରେମର ଏକ ଅବିକଳ୍ପ ଅଭିବ୍ୟକ୍ତି
ଦେଲେ ଯିଏ ସିଏ ଆମ ରାଇଜ ମଣି
କରେ ମୁଁ ପ୍ରଣାମ ତାଙ୍କୁ ହୃଦୟରୁ ଦେଇ ଭକ୍ତି.

“ନିଜ ହିତ ଲାଗି ଜାତ ନୁହେଁ ହିନ୍ଦୁ
ବିଶ୍ୱ ହିତେ ତା’ର ପ୍ରତି ରକ୍ତ ବିନ୍ଦୁ”
ହିନ୍ଦୁ ର ମହତ୍ତ୍ୱ ବୁଝି ଥିଲେ ସିଏ ତନ୍ନ ତନ୍ନ
ବିଶ୍ୱ ଭାତୃତ୍ୱ ର ବାର୍ତ୍ତା ଦିଏ ହିନ୍ଦୁତ୍ତ୍ୱ
କହିଲେ ଯିଏ ସେ ବଡ଼ବଡୁଆ ପୂଜ୍ୟ ମହାନ.

“ଉତ୍କଳେ ନେତାର ନାହିଁ ପ୍ରୟୋଜନ
ଉତ୍କଳର ନେତା ନିଜେ ନାରାୟଣ”
ଜଗନ୍ନାଥ ଆମ ସର୍ବସ୍ବ ବୋଲିକି କହିଦେଲେ
ନେତା କି ଜନତା ସଭିଏଁ ସମାନ
ଗୋପବନ୍ଧୁ ନିଜ ହୃଦ ପ୍ରାଣ ସବୁ ସମର୍ପିଲେ.

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

Dhanada’s Discourse:The Tai Po Fire: A Tragedy Too Close to Home
More

Dhanada’s Discourse:
The Tai Po Fire: A Tragedy Too Close to Home

by Dhanada K. Mishra
December 8, 2025

Dhanada K Mishra, Hong Kong, 8 December 2025 The catastrophic fire at Wang Fuk Court in Tai Po on November...

Read more
ଆମେ ପାଉଡି ଭୂୟାଁ (ଭାଗ ୧୬)

ଆମେ ପାଉଡୀ ଭୂୟାଁ (ଭାଗ ୬୮)

November 28, 2025
ସମ୍ବିଧାନକୁ ସମ୍ମାନ ଦେବା – ନାଗରିକଙ୍କ କର୍ତ୍ତବ୍ୟ

ସମ୍ବିଧାନକୁ ସମ୍ମାନ ଦେବା – ନାଗରିକଙ୍କ କର୍ତ୍ତବ୍ୟ

November 26, 2025
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୬୭)

November 17, 2025
Prathamashtami

Prathamashtami

November 12, 2025
ଉମା ଭାଇନା ଓ ସୁକୁ ନାନୀ (ଭାଗ ୪୯)

ଉମା ଭାଇନା ଓ ସୁକୁ ନାନୀ (ଭାଗ ୪୯)

November 11, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.