• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home News

ରାମ ନବମୀରେ ମାହାଙ୍ଗାର ବିଭିନ୍ନ ମନ୍ଦିର ଦର୍ଶନ କଲେ ଶୋଭନ କର

ରାମ ନବମୀରେ ମାହାଙ୍ଗାର ବିଭିନ୍ନ ମନ୍ଦିର ଦର୍ଶନ କଲେ ଶୋଭନ କର
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ମାହାଙ୍ଗା, ୭ ଅପ୍ରେଲ ୨୦୨୫

ମନ୍ଦିର ମାଳିନୀ ମାହାଙ୍ଗା ଅଞ୍ଚଳ ଶ୍ରୀରାମ ନବମୀ ଏବଂ ବାସନ୍ତୀ ଦୁର୍ଗା ପୂଜା ଉପଲକ୍ଷେ ହୋଇଛି ଉତ୍ସବ ମୁଖର । ଏହି ଅବସର ରେ ବିଭିନ୍ନ ମନ୍ଦିର ଏବଂ ଦେବୀ ଦୁର୍ଗାପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି ପୂର୍ବତନ ଆୟକର କମିଶନର ତଥା ସମାଜ ସେବୀ ଶ୍ରୀ ଶୋଭନ କର । ଅନ୍ୟ ମାନଙ୍କ ମଧ୍ୟରେ ନିର୍ଭୀକ ପତ୍ରିକାର ସମ୍ପାଦକ ଅବନୀ ଚନ୍ଦ୍ର ଦାସ, ସମାଜ ସେବୀ ରାମ ଚନ୍ଦ୍ର ମହାପାତ୍ର, ଶୁଭେନ୍ଦୁ କୁମାର ସାମଲ, ଦିଲ୍ଲୀପ କୁମାର ମହାନ୍ତି, କାର୍ତ୍ତିକ ଚନ୍ଦ୍ର ବିହାରୀ, ହୃଷୀକେଶ ବେହେରା, ରାଜ କୁମାର ବେହେରା, ବିଜୟ କୁମାର ନନ୍ଦ, ସନ୍ଦୀପ ସାମଲ, ଅକ୍ଷୟ ସାହୁ, ହିମାଂଶୁ ପଣ୍ଡା ଜିଆଉଲ୍ ହକ, ପ୍ରକାଶ ମହାରଣା ପ୍ରମୁଖ ଶ୍ରୀ କରଙ୍କ ସହିତ ଉପସ୍ଥିତ ଥିଲେ । ବାସୁଦେବପୁର ଶ୍ରୀରାମ ମନ୍ଦିର, ଚାୟାଁପାଳ ସ୍ଥିତ ବାସନ୍ତୀ ଦୁର୍ଗା ମଣ୍ଡପ, ମାହାଙ୍ଗା ସାଇ ପ୍ରଶାନ୍ତି ମନ୍ଦିର, ମଣିଯୋରୀ ହନୁମାନ ପୀଠ, ଗୋକନ ଏବଂ ପୋଡ଼ାମରାଇ ପଞ୍ଚାୟତର ବାସନ୍ତୀ ଦୁର୍ଗା ମଣ୍ଡପ, ଅସୁରେଶ୍ଵର ସ୍ଥିତ ରଘୁନାଥ ଜିଉ ମନ୍ଦିର , ଦଧିବାମନ ଜୀଉ ମନ୍ଦିର ଏବଂ ଘଣ୍ଟାଳୋ ସ୍ଥିତ ଶ୍ରୀରାମ ମନ୍ଦିର ଆଦି ସ୍ଥାନରେ ପୂଜା ଅର୍ଚ୍ଚନା ହୋଇଥିଲା ବେଳେ ସେସବୁ ମନ୍ଦିର ପରିଚାଳନା କମିଟି, ପୂଜା କମିଟି ଏବଂ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଶ୍ରୀ କରଙ୍କୁ ଭବ୍ୟ ସ୍ବାଗତ କରାଯାଇଥିବା ଦେଖିବାକୁ ମିଳିଥିଲା ।

Nirvik Bureau

Nirvik Bureau

Related Posts

ଶରତ କର ଥିଲେ ଏକ ନମ୍ବର ରାଜନେତା (୬ଷ୍ଠ ଶ୍ରାଦ୍ଧ ବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି)
News

ଶରତ କର ଥିଲେ ଏକ ନମ୍ବର ରାଜନେତା (୬ଷ୍ଠ ଶ୍ରାଦ୍ଧ ବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି)

by Nirvik Bureau
October 13, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୩ ଅକ୍ଟୋବର, ୨୦୨୬ ପୂର୍ବତନ ବାଚସ୍ପତି, ସାଂସଦ, ବିଧାୟକ, ମନ୍ତ୍ରୀ ତଥା କବି, ସାହିତ୍ୟିକ, ଓ ଜଗନ୍ନାଥ ସଂସ୍କୃତି ର ଅନ୍ୟତମ ପ୍ରଚାରକ,...

Read more
୬ଷ୍ଠ ଶ୍ରାଦ୍ଧ ବାର୍ଷିକୀରେ ଶରତ କୁମାର କର ଙ୍କୁ ମାହାଙ୍ଗା ବାସୀଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

୬ଷ୍ଠ ଶ୍ରାଦ୍ଧ ବାର୍ଷିକୀରେ ଶରତ କୁମାର କର ଙ୍କୁ ମାହାଙ୍ଗା ବାସୀଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

October 12, 2026
ପ୍ରାଣନାଥ ପଟ୍ଟନାୟକ: ଶୋଷିତ ବର୍ଗର ତ୍ରାଣକର୍ତ୍ତା

ପଲ୍ଲୀ ପ୍ରତିଭା ସାହିତ୍ୟ ସଂସ୍କୃତି ସଂସଦର ୪ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ।

October 11, 2026
ମାହାଙ୍ଗାରେ ରାଜନେତା ସ୍ବର୍ଗତ ଶରତ କରଙ୍କ ୮୮ ତମ ଜୟନ୍ତୀ ପାଳିତ

ମାହାଙ୍ଗାରେ ରାଜନେତା ସ୍ବର୍ଗତ ଶରତ କରଙ୍କ ୮୮ ତମ ଜୟନ୍ତୀ ପାଳିତ

September 5, 2026
ପଦ୍ମଶ୍ରୀ ରଜତ କର ଙ୍କ ଜୟନ୍ତୀ ସମାରୋହ

ପଦ୍ମଶ୍ରୀ ରଜତ କର ଙ୍କ ଜୟନ୍ତୀ ସମାରୋହ

September 3, 2026
ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି

ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି

May 26, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.