• About
  • Contact
Thursday, October 16, 2025
Thursday, October 16, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home News

ଗଣକବି ବୈଷ୍ଣବ ପାଣିଙ୍କ ୬୯ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

ଗଣକବି ବୈଷ୍ଣବ ପାଣିଙ୍କ ୬୯ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି
Share on FacebookShare on Xshare on Whatsappshare on Linkedin
ନିର୍ଭୀକ ବ୍ୟୁରୋ, ମାହାଙ୍ଗା, ୨୮ ଅପ୍ରେଲ ୨୦୨୫

ଗଣକବି ବୈଷ୍ଣବ ପାଣିଙ୍କ ୬୯ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଶରତ କର ଓ ଅନିମା କର ଫାଉଣ୍ଡେସନ ଏବଂ ବର୍ଷୀୟାନ ଅନୁଷ୍ଠାନ ଗଣକବି ସ୍ମୃତି ସଂସଦ ପକ୍ଷରୁ କବିଙ୍କ ଜନ୍ମପୀଠ କୋଠପଦା ଗ୍ରାମ ସ୍ଥିତ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ପୂର୍ବତନ ବାଚସ୍ପତି ତଥା ମାହାଙ୍ଗା ବିଧାୟକ ସ୍ବର୍ଗତ ଶରତ କର ଙ୍କ ଦ୍ଵାରା ପ୍ରତିଷ୍ଠିତ ଗଣକବି ସ୍ମୃତି ସଂସଦ ପକ୍ଷରୁ କୁହାଯାଇଛି କି କବି ବୈଷ୍ଣବ ପାଣି ୧୮୮୨ ମସିହା କୁମାର ପୂର୍ଣ୍ଣିମାରେ ଜନ୍ମ ଗ୍ରହଣ କରି ୧୯୫୬ ମସିହା ବୈଶାଖ ଅମାବାସ୍ୟାରେ ଇହଲୀଳା ସମ୍ବରଣ କରିଥିଲେ। ତଦନୁଯାୟୀ ପ୍ରତିବର୍ଷ କୁମାର ପୂର୍ଣ୍ଣିମା ରେ ତାଙ୍କ ଜୟନ୍ତୀ ଏବଂ ବୈଶାଖ ଅମାବାସ୍ୟା ତିଥିରେ ଶ୍ରାଦ୍ଧୋତ୍ସବ ପାଳନ କରାଯିବା ବିଧେୟ । ସଂସ୍ଥା ଦ୍ୱୟର ଅଧ୍ୟକ୍ଷ ଶୋଭନ କର ଙ୍କ ପରାମର୍ଶ କ୍ରମେ ବହୁ ବୁଦ୍ଧିଜୀବି, ବୟୋଜ୍ୟେଷ୍ଠ ମୂରବୀ, ସ୍ଥାନୀୟ ବୈଷ୍ଣବ ପାଣି ପ୍ରେମୀ ଜନସାଧାରଣ ଙ୍କ ସମେତ ଅନୁଷ୍ଠାନ ର କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ ଯଥାକ୍ରମେ ରାମ ଚନ୍ଦ୍ର ମହାପାତ୍ର, ଶୁଭେନ୍ଦୁ କୁମାର ସାମଲ,ରାମ ଚନ୍ଦ୍ର ବେହେରା, ରତ୍ନାକର ମହାନ୍ତି, କୈଳାଶ ଚନ୍ଦ୍ର ବଳବନ୍ତରାୟ, କାର୍ତ୍ତିକ ଚନ୍ଦ୍ର ବିହାରୀ, ସମ୍ ଶେର ଅଲ୍ଲୀ ଖାଁ, ବାସୁଦେବ ପୃଷ୍ଟି, ମାଧବ ଚନ୍ଦ୍ର ପଲେଇ, ହେମନ୍ତ କୁମାର ମହାନ୍ତି, ଭାଗବତ ମଲ୍ଲିକ ଓ ହୃଷୀକେଶ ବେହେରା ପ୍ରମୁଖ ଗଣକବିଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ବାଢ଼ିଥିଲେ ।

Nirvik Bureau

Nirvik Bureau

Related Posts

ପ୍ରଖ୍ୟାତ ରାଜନେତା ଶରତ କୁମାର କରଙ୍କ ୫ମ ବାର୍ଷିକ ତିରୋଧାନ ଦିବସରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
News

ପ୍ରଖ୍ୟାତ ରାଜନେତା ଶରତ କୁମାର କରଙ୍କ ୫ମ ବାର୍ଷିକ ତିରୋଧାନ ଦିବସରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

by Nirvik Bureau
October 12, 2025

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୨ ଅକ୍ଟୋବର ୨୦୨୫ ମାହାଙ୍ଗା ର ଅନ୍ୟତମ ବରପୁତ୍ର ତଥା ପ୍ରଖ୍ୟାତ ରାଜନେତା ସ୍ବର୍ଗତ ଶରତ କୁମାର କରଙ୍କ ୫ମ ବାର୍ଷିକ...

Read more
ରାଜଧାନୀ ସମେତ ଜନ୍ମପୀଠ ରେ ଗଣକବି ବୈଷ୍ଣବ ପାଣିଙ୍କ ୧୪୪ ତମ ଜୟନ୍ତୀ ପାଳିତ

ରାଜଧାନୀ ସମେତ ଜନ୍ମପୀଠ ରେ ଗଣକବି ବୈଷ୍ଣବ ପାଣିଙ୍କ ୧୪୪ ତମ ଜୟନ୍ତୀ ପାଳିତ

October 8, 2025
ମାହାଙ୍ଗା ରେ ବିଶିଷ୍ଟ ରାଜନେତା ଶରତ କୁମାର କର ଙ୍କ ୮୭ ତମ ଜୟନ୍ତୀ ପାଳିତ

ମାହାଙ୍ଗା ରେ ବିଶିଷ୍ଟ ରାଜନେତା ଶରତ କୁମାର କର ଙ୍କ ୮୭ ତମ ଜୟନ୍ତୀ ପାଳିତ

September 5, 2025
ଓଡ଼ିଆ ଭାଷା ଓ ସାହିତ୍ୟ ର ସଂରକ୍ଷକ ଥିଲେ ରଜତ୍ କୁମାର କର  (ପଦ୍ମଶ୍ରୀ ଶ୍ରୀ ରଜତ କୁମାର କରଙ୍କ ୯୨ ତମ ଜୟନ୍ତୀ ପାଳିତ )

ଓଡ଼ିଆ ଭାଷା ଓ ସାହିତ୍ୟ ର ସଂରକ୍ଷକ ଥିଲେ ରଜତ୍ କୁମାର କର
(ପଦ୍ମଶ୍ରୀ ଶ୍ରୀ ରଜତ କୁମାର କରଙ୍କ ୯୨ ତମ ଜୟନ୍ତୀ ପାଳିତ )

September 3, 2025
ସହଜ ଓ ସରଳ ଭାଷାରେ ଗଦ୍ୟ ରଚନା ଡଃ ରବି ନାରାୟଣ ସେନାପତିଙ୍କ ବୈଶିଷ୍ଟ୍ୟ

ସହଜ ଓ ସରଳ ଭାଷାରେ ଗଦ୍ୟ ରଚନା ଡଃ ରବି ନାରାୟଣ ସେନାପତିଙ୍କ ବୈଶିଷ୍ଟ୍ୟ

August 14, 2025
RaSpect Unveils Inspectica 3.0: Next-Generation AI-Powered Building Inspection Platform for Property Managers and Facility Engineers

RaSpect Unveils Inspectica 3.0: Next-Generation AI-Powered Building Inspection Platform for Property Managers and Facility Engineers

August 9, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.