• About
  • Contact
Thursday, August 20, 2026
Thursday, August 20, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଅଦ୍ୱିତୀୟ ଶରତ !!

ଅଦ୍ୱିତୀୟ ଶରତ !!
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୨ ଅକ୍ଟୋବର ୨୦୨୫

ତୁମେ ହିଁ ତୁମର ତୁଳନା
ତୁମ ଗୁଣେ ତୁମେ ଅଦ୍ୱିତୀୟ
ତୁମର ମଧୁର କଥା ପାଇଁ
ତୁମେ ସର୍ବଗ୍ରାହୀ ମହନୀୟ.
ତୁମେହେ ତୁମର ବକ୍ତବ୍ୟ ରେ
ବଶୀଭୂତ କର ମନ ପ୍ରାଣ
ତୁମେ ତ ତୁମର କର୍ତ୍ତବ୍ୟକୁ
ସଫଳେ କରିଛ ସମ୍ପାଦନ.
ପ୍ରବାଦ ପୁରୁଷ ଜୀବନୀ ରେ
ତୁମେ ଅମଳିନ ପୃଷ୍ଠାଟିଏ
ତାଙ୍କ ନାମ ସହ ତୁମ ନାମ
ଓଡ଼ିଆ ଶ୍ରଦ୍ଧାରେ ନେଇ ଥାଏ.
ତୁମ ବାଗ୍ମୀତାରେ ଜ୍ଞାନୀ ଗୁଣି
ଦେହ ମନ ପ୍ରାଣ ବଶୀଭୂତ
ଓଡ଼ିଆ ଅସ୍ମିତା ସୁରକ୍ଷା ରେ
ହୋଇଯାଇଛନ୍ତି ସମର୍ପିତ.
ମାହାଙ୍ଗା ମାଟିର ଇତିହାସେ
ତୁମେ ଅବିଛେଦ୍ୟ ପୃଷ୍ଠା ଟିଏ
ତୁମ ପୂଣ୍ୟ ତିଥି ଅବସରେ
ତୁମ ପାଇଁ ମାଟି ଲୁହ ଝରାଏ.
ଶରତ କର—–ଅମର ରହେ

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

ଭାରତର ସନ୍ତାନ
Literature

ଭାରତର ସନ୍ତାନ

by ଦେବେନ୍ଦ୍ର କୁମାର ସାହୁ
August 15, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୫ ଅଗଷ୍ଟ ୨୦୨୬ ମୁହିଁ ଭାରତର ଅମୃତ ସନ୍ତାନ ମୋ ଜନ୍ମ ପାଇଁକି ମୁହିଁ ଧନ୍ୟ ବିବିଧତା ମଧ୍ୟେ ଏକତା ଗୀତିକା...

Read more
You, Me and Tea

You, Me and Tea

August 1, 2026
ଛୋଟିଆ ରାତି ସପନ ଅତି

ଛୋଟିଆ ରାତି ସପନ ଅତି

July 23, 2026
ସର୍ବେ ହୁଅନ୍ତୁ ଖୁସି

ସର୍ବେ ହୁଅନ୍ତୁ ଖୁସି

July 18, 2026
ଘୋଷ ଯାତ୍ରା

ଘୋଷ ଯାତ୍ରା

July 16, 2026
ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.