• About
  • Contact
Saturday, October 24, 2026
Saturday, October 24, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୬ ଜୁଲାଇ ୨୦୨୬

ତୁମ ରଥ ଯାତ୍ରା ଧରମ ଭିତରେ
ସୀମିତ ନୁହଁଇ ନାଥ
ସବୁ ମତ ପଥ ମାନୁଥିବା ଜନ
ରଥ ଦରଶନେ ତୃପ୍ତl
ଆଷାଢ଼ ମାସରେ ବାମନ ରୂପରେ
ତୁମେ ପ୍ରଭୁ ଆରାଧିତ
ତୁମକୁ ସେ ରୂପେ ଦେଖି ରଥେ ଭକ୍ତ
ପରମ ଆନନ୍ଦ ପ୍ରାପ୍ତl
ତୁମ ରଥ ଏହି ଜାତିର ସଂସ୍କୃତି
ଜାତି ପ୍ରଥା ପରମ୍ପରା
ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା
ସଭିଙ୍କ ହୃଦୟ ହରାl
ଶ୍ରୀଦାଣ୍ଡରେ ଭକ୍ତ ଭାବ ଭକତି ରେ
ଟାଣି ଟାଣି ନିଏ ରଥ
ବିଶ୍ୱାସ ରହିଛି ଭକ୍ତ ହୃଦୟରେ
ନିଶ୍ଚେ ହେବବିଶ୍ୱ ହିତl
ତୁମ ଘୋଷ ଯାତ୍ରା ଦେଖାଇ ଦେଇଛି
ତୁମେ ବ୍ରହ୍ମାଣ୍ଡ କରତା
ତୁମେ ବନ୍ଧା ନୁହଁ ଧର୍ମାନ୍ଧତାରେ
ତୁମେ ସଭିଙ୍କର ଧାତାl
ଯେତେ ମତ ପଥ ସୃଷ୍ଟି କରୁ ନର
ତୁମେ ମତ ପ୍ରବର୍ତ୍ତକ
ତୁମେ ବିଦ୍ୟମାନ ନର ହୃଦୟରେ
ତୁମେ ହିଁ ଜ୍ଞାନ ବିବେକl

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

ଗାନ୍ଧୀ ମାର୍ଗ ରାଜଧାନୀର
Literature

ଗାନ୍ଧୀ ମାର୍ଗ ରାଜଧାନୀର

by ପ୍ରଭୁକଲ୍ୟାଣ ମହାପାତ୍ର
October 21, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୧ ଅକ୍ଟୋବର ୨୦୨୬ ମହାତ୍ମା ଗାନ୍ଧୀ ମାର୍ଗ ରାଜଧାନୀର ରହିଥାଏ ତାହା ସଦା ଭରପୁର ଗର୍ଜନ ଶୁଭେ ସେଠି ପ୍ରତିପକ୍ଷର ବିକ୍ଷୋଭ ଅସ୍ତ୍ର ସାଜେ...

Read more
ଶାରଦୀୟ ଶକ୍ତି ପୂଜା : ତତ୍ତ୍ଵ ଓ ତାତ୍ପର୍ଯ୍ୟ

ଶାରଦୀୟ ଶକ୍ତି ପୂଜା : ତତ୍ତ୍ଵ ଓ ତାତ୍ପର୍ଯ୍ୟ

October 19, 2026
ନବରାତ୍ର ଷଷ୍ଠ ବିଭାବ (ମା କାତ୍ୟାୟନୀ)

ନବରାତ୍ର ଷଷ୍ଠ ବିଭାବ (ମା କାତ୍ୟାୟନୀ)

October 16, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୮୦)

October 15, 2026
ଚିହ୍ନ

ଚିହ୍ନ

October 13, 2026
ନିଆରା ମଣିଷ : ଶରତ ବାବୁ

ନିଆରା ମଣିଷ : ଶରତ ବାବୁ

October 12, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.