• About
  • Contact
Wednesday, November 18, 2026
Wednesday, November 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ବାତ୍ୟା

ବାତ୍ୟା
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୭ ନଭେମ୍ବର, ୨୦୨୬

ବାତ୍ୟା କରିଦେବ ସବୁ ଛାରଖାର
ତାହା ତାଣ୍ଡବ ରଚିବ ଭୟଙ୍କର
କ୍ଷୟକ୍ଷତି ଘଟାଇବ ଜୋରଦାର
ଧନ ଜୀବନ ହୋଇବ ହାହାକାର
ଏହା ପ୍ରଚାର ହେଉଛି ନିରନ୍ତର ।।୧।।

ଏଠି ବାତ୍ୟା ହୋଇଥାଏ ଲଗାତାର
ତା’ର ସାମ୍ନା ପାଇଁ ଲୋକେ ଧୁରନ୍ଧର
ବାତ୍ୟା ପ୍ରକୋପକୁ କିଆଁ ଏତେ ଡର
ଛାନିଆ କରୁଛି କାହିଁକି ସର୍କାର
କିଛି ଉଦ୍ଦେଶ୍ୟ ଅଛି କି ମାନ୍ୟବର? ।।୨।।

ପ୍ରାକୃତିକ ବିପର୍ଯ୍ୟୟର ଖବର
ତାହା ପ୍ରଚାର ହୁଏରେ ଜୋରଦାର
ଖର୍ଚ୍ଚ ସମୀକ୍ଷା କରେନି ଅଡ଼ିଟର
ପକେଟ ଗରମ ହୁଏ ସଭିଙ୍କର
ସେଥିପାଇଁ ପରା ସବୁ ତରତର ।।୩।।

ବାତ୍ୟା ଲାଗି ସଭିଏଁରେ ହରବର
କ୍ଷତି ଘଟୁ କି ନଘଟୁ ସବୁଥର
ଲୋକେ ହେଉଥାନ୍ତି ଖାଲି ସ୍ଥାନାନ୍ତର
ଶାସକ ଟଙ୍କା ଖର୍ଚ୍ଚ ଲାଗି ତତ୍ପର
ସବୁ ହିସାବ ନିକାଶ ବରାବର ।।୪।।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ନିଷ୍ପାପ ଶିଶୁ
Literature

ନିଷ୍ପାପ ଶିଶୁ

by ଦେବେନ୍ଦ୍ର କୁମାର ସାହୁ
November 14, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୪ ନଭେମ୍ବର ୨୦୨୬ ତୁମର ଦରୋଟି ହସ ଦେଖିଦେଲେ ମୋ ବୟସ ଯାଏ ଭୁଲି ମୁହିଁ ଇଚ୍ଛା ହୁଏ ସେହି ହସ...

Read more
ନଈ ପରି ପ୍ରେମ ଏକ ପ୍ରବହମାନ ଧାରା …..

ନଈ ପରି ପ୍ରେମ ଏକ ପ୍ରବହମାନ ଧାରା …..

November 13, 2026
ପୁଣ୍ୟ କାର୍ତ୍ତିକ : ହଜିଯାଉଥିବା ପରମ୍ପରା

ପୁଣ୍ୟ କାର୍ତ୍ତିକ : ହଜିଯାଉଥିବା ପରମ୍ପରା

November 11, 2026
ଛତା

ଛତା

November 10, 2026
ଆସିଛି ମରତେ ଦୀପାବଳି

ଆସିଛି ମରତେ ଦୀପାବଳି

November 8, 2026
Birthday

Birthday

November 7, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.