ସୌରଜିତ ମହାପାତ୍ର, କଟକ, ୧୭ ନଭେମ୍ବର ୨୦୨୪
ବ୍ୟଥାର ବ୍ୟବଚ୍ଛେଦ ପରେ
ମିଳିଛି ବେଶି ଦଗ୍ଧ ଆଜି
ମୌଉଳା ମନ
ଆଉ ଜୀଅନ୍ତା ଶରୀର-
ଶେଷ ମାପଚୁପ ପରେ
ଧମନୀରେ ଦରକଞ୍ଚା ଓ ପୋଡ଼ା ଧୂଆଁର
ସମାହାର-
ନିରନ୍ତର ସ୍ମୃତି ସାଙ୍ଗେ
ଅସରନ୍ତି ଚୁକ୍ତି-
ନା, ଶେଷ ନାହିଁ
ଶେଷ କାଇଁ
ବ୍ୟଥାର ବ୍ୟବଚ୍ଛେଦ ପରେ
ମିଳିଛି ବେଶି ଦଗ୍ଧ ଆଜି
ମୌଉଳା ମନ
ଆଉ ଜୀଅନ୍ତା ଶରୀର-
ଶେଷ ମାପଚୁପ ପରେ
ଧମନୀରେ ଦରକଞ୍ଚା ଓ ପୋଡ଼ା ଧୂଆଁର
ସମାହାର-
ନିରନ୍ତର ସ୍ମୃତି ସାଙ୍ଗେ
ଅସରନ୍ତି ଚୁକ୍ତି-
ନା, ଶେଷ ନାହିଁ
ଶେଷ କାଇଁ
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୫ ଅଗଷ୍ଟ ୨୦୨୬ ମୁହିଁ ଭାରତର ଅମୃତ ସନ୍ତାନ ମୋ ଜନ୍ମ ପାଇଁକି ମୁହିଁ ଧନ୍ୟ ବିବିଧତା ମଧ୍ୟେ ଏକତା ଗୀତିକା...
Read more