• About
  • Contact
Monday, July 27, 2026
Monday, July 27, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ମଣିପୁର ରୁ ତ୍ରିରଙ୍ଗା

ମଣିପୁର ରୁ ତ୍ରିରଙ୍ଗା
Share on FacebookShare on Xshare on Whatsappshare on Linkedin
ଅନୁପମା ରାଉତ, ଅନୁଗୁଳ, ୧୫ ଅଗଷ୍ଟ ୨୦୨୩

ଭାରତ ମାତା ର ତ୍ରିରଙ୍ଗା ପତାକା
ଗାଏ ସ୍ୱାଧୀନତା କଥା
ସେଇ ସ୍ୱାଧୀନତା ହଜି ଯାଏ ଦେଶେ
ଦେଖି ମଣିପୁର ହିଂସା
ଘରେ ଘରେ ଯେବେ ଉଡ଼େ ପତାକା
ତ୍ରିରଙ୍ଗା କି ଆଜି ଖୋଜୁଛି ସେଠି
ମହିଳା ହିଂସା ର ଭାଷା
ଖୋଜୁଛି କି ଅତ୍ୟାଚାରୀ ଆସାମୀକୁ
ଲୁଟୁଛନ୍ତି ମହିଳା ର ଅଧିକାର ସ୍ୱାଧୀନତା
ଖୋଜୁଛି କି ସେ ସେଇ ମହିଳାଙ୍କୁ
ଶୁଣୁଛି କି ତାଙ୍କ ମୁହଁରୁ ଲଜ୍ୟା ବରବରତା
ଶୁଣୁଛି କି ସ୍ୱାଧୀନତା ପାଇଁ
ନାରୀ ନେତ୍ରୀ ଙ୍କ ଲଢେଇ
ଆଉ ଭାରତ ଛାଡ଼ ଗାଥା
ଇତିହାସ ଆଜି ଚୁପ ରହିଛି
ଭିଜେ ତ୍ରିରଙ୍ଗା ପତାକା
ଆଜି ର ଶାସନ ବ୍ରିଟିଶ ଶାସନ
ଉନିଶ ବିଶ କଥା
ପାଟି ଖୋଲିବାକୁ ସାହସ
ଅଣ୍ଟୁନି, ଏଇ ଆମ ସ୍ୱାଧୀନତା
ସମାନତା କଥା ସମ୍ଭିଧାନେ ଲେଖା
ଆଇନ କାନୁନ ଭାଷା
ଏତେ ସବୁ ଥାଇ ସ୍ୱାଧୀନ ମୁଁ ଆଜି
କହିବାକୁ ଲାଗେ କୁଣ୍ଠା
ମନେ ପଡ଼େ କେତେ ଏକଛତ୍ରବାଦ
ଶାସକ ଙ୍କର କ୍ରୁରତା
ଗଣତନ୍ତ୍ର ରେ ବିଶ୍ୱାସ ଆମ
ଆଇନ ରେ ସମାନତା
କାହିଁକି ତଥାପି ଏବେବି ମହିଳା
ଭୋଗୁଛି ଏ ବର୍ବରତା
ଆମେ ଭାରତମାତା ର ସନ୍ତାନ ସବୁ
ଭାରତ ଆମର ମାତା
ସେଇ ମାଆ ଆଗେ ଆମ ସ୍ୱାଧୀନତା
ନୁଆଇଁ ଦିଏ ତା ମଥା

ଅନୁପମା ରାଉତ

ଅନୁପମା ରାଉତ

କବୟତ୍ରୀ ଅନୁପମା ରାଉତ ଏକ ବ୍ୟତିକ୍ରାନ୍ତ ସାରସ୍ବତ ଉଚ୍ଚାରଣ।
ଅନନ୍ୟ ଓ ଅସାଧାରଣ ତାଙ୍କର ଶବ୍ଦ ସ୍ଥାପତ୍ୟ।
ତାଙ୍କର ବିଭିନ୍ନ ଗଳ୍ପ, କବିତା, ପ୍ରବନ୍ଧ ଓଡ଼ିଆ ସାହିତ୍ୟକୁ ସମୁଜ୍ବଳ କରିଛି।
Mobile - 9437452719
Email - anupamarout04@gmail.com

Related Posts

ଛୋଟିଆ ରାତି ସପନ ଅତି
Literature

ଛୋଟିଆ ରାତି ସପନ ଅତି

by ଜୟ କୁମାର ମିଶ୍ର
July 23, 2026

ଜୟ କୁମାର ମିଶ୍ର, ଗଜପତି, ୨୩ ଜୁଲାଇ ୨୦୨୬ ଛୋଟିଆ ରାତି ସପନ ଅତି ଆକାଶ ସେତ ଛୁଏଁ, ରାତି ନିଅଣ୍ଟ, ଭାବନା ଆଣ୍ଟ ଅବଶୋଷଟି କୁହେ...

Read more
ସର୍ବେ ହୁଅନ୍ତୁ ଖୁସି

ସର୍ବେ ହୁଅନ୍ତୁ ଖୁସି

July 18, 2026
ଘୋଷ ଯାତ୍ରା

ଘୋଷ ଯାତ୍ରା

July 16, 2026
ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

July 16, 2026
ନିର୍ବାଚନ ପୂର୍ବ, ରାତି

ନିର୍ବାଚନ ପୂର୍ବ, ରାତି

July 11, 2026
କେମିତିକା ଯୁଗ ଇଏରେ

କେମିତିକା ଯୁଗ ଇଏରେ

July 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.