ବାବାଜି ଚରଣ ମୁଦୁଲି, କେନ୍ଦୁଝର, ୧୧ ଜାନୁଆରୀ ୨୦୨୩
ସଞ୍ଚୟ କରିବ ଅଭାବ ଦୂର
ଦୁୁଃଖ ସମୟରେ ହେବ ସହାୟ
ଏଇ ଆମ ପାଣ୍ଠି କର ଆଦର
ହରଷେ ଆଣିଣ ଦିଏରେ ଧନ
ସଞ୍ଚୟ କରିବ ଅଭାବ ଦୂର ।
ସାହୁ ମହାଜନ ଡର ନ ଥିବ
ରୋଗ ବଇରାଗ ଡର ନଥିବ
ସେତେବେଳେ ଥିବ ଧନ ଆମର
ବିପଦ ବେଳରେ ହେବ ସହାୟ
ସଞ୍ଚୟ କରିବ ଅଭାବ ଦୂର ।
ପୁଅ ପାଠପଢା ଝିଅ ବାହାଘର
ସାହୁ ମହାଜନ ଡର ନ ଥିବ
ସେତେବେଳେ ଥିବ ଧନ ଆମର
ଦୁୁଃଖ ସମୟରେ ହେବ ସହାୟ
ସଞ୍ଚୟ କରିବ ଅଭାବ ଦୂର ।
ବି.ଦ୍ର. – ମଣିଷ ତାର ଇଚ୍ଛା ଶକ୍ତି ଓ ପରିଶ୍ରମ ଦ୍ୱାରା ହିଁ ପ୍ରତ୍ୟେକ ସୂର୍ଯ୍ୟୋଦୟ ରେ ସଫଳତାର ହସ ହସିପାରେ ।