• About
  • Contact
Tuesday, November 18, 2025
Tuesday, November 18, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home News

ରାମ ନବମୀରେ ମାହାଙ୍ଗାର ବିଭିନ୍ନ ମନ୍ଦିର ଦର୍ଶନ କଲେ ଶୋଭନ କର

ରାମ ନବମୀରେ ମାହାଙ୍ଗାର ବିଭିନ୍ନ ମନ୍ଦିର ଦର୍ଶନ କଲେ ଶୋଭନ କର
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ମାହାଙ୍ଗା, ୭ ଅପ୍ରେଲ ୨୦୨୫

ମନ୍ଦିର ମାଳିନୀ ମାହାଙ୍ଗା ଅଞ୍ଚଳ ଶ୍ରୀରାମ ନବମୀ ଏବଂ ବାସନ୍ତୀ ଦୁର୍ଗା ପୂଜା ଉପଲକ୍ଷେ ହୋଇଛି ଉତ୍ସବ ମୁଖର । ଏହି ଅବସର ରେ ବିଭିନ୍ନ ମନ୍ଦିର ଏବଂ ଦେବୀ ଦୁର୍ଗାପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି ପୂର୍ବତନ ଆୟକର କମିଶନର ତଥା ସମାଜ ସେବୀ ଶ୍ରୀ ଶୋଭନ କର । ଅନ୍ୟ ମାନଙ୍କ ମଧ୍ୟରେ ନିର୍ଭୀକ ପତ୍ରିକାର ସମ୍ପାଦକ ଅବନୀ ଚନ୍ଦ୍ର ଦାସ, ସମାଜ ସେବୀ ରାମ ଚନ୍ଦ୍ର ମହାପାତ୍ର, ଶୁଭେନ୍ଦୁ କୁମାର ସାମଲ, ଦିଲ୍ଲୀପ କୁମାର ମହାନ୍ତି, କାର୍ତ୍ତିକ ଚନ୍ଦ୍ର ବିହାରୀ, ହୃଷୀକେଶ ବେହେରା, ରାଜ କୁମାର ବେହେରା, ବିଜୟ କୁମାର ନନ୍ଦ, ସନ୍ଦୀପ ସାମଲ, ଅକ୍ଷୟ ସାହୁ, ହିମାଂଶୁ ପଣ୍ଡା ଜିଆଉଲ୍ ହକ, ପ୍ରକାଶ ମହାରଣା ପ୍ରମୁଖ ଶ୍ରୀ କରଙ୍କ ସହିତ ଉପସ୍ଥିତ ଥିଲେ । ବାସୁଦେବପୁର ଶ୍ରୀରାମ ମନ୍ଦିର, ଚାୟାଁପାଳ ସ୍ଥିତ ବାସନ୍ତୀ ଦୁର୍ଗା ମଣ୍ଡପ, ମାହାଙ୍ଗା ସାଇ ପ୍ରଶାନ୍ତି ମନ୍ଦିର, ମଣିଯୋରୀ ହନୁମାନ ପୀଠ, ଗୋକନ ଏବଂ ପୋଡ଼ାମରାଇ ପଞ୍ଚାୟତର ବାସନ୍ତୀ ଦୁର୍ଗା ମଣ୍ଡପ, ଅସୁରେଶ୍ଵର ସ୍ଥିତ ରଘୁନାଥ ଜିଉ ମନ୍ଦିର , ଦଧିବାମନ ଜୀଉ ମନ୍ଦିର ଏବଂ ଘଣ୍ଟାଳୋ ସ୍ଥିତ ଶ୍ରୀରାମ ମନ୍ଦିର ଆଦି ସ୍ଥାନରେ ପୂଜା ଅର୍ଚ୍ଚନା ହୋଇଥିଲା ବେଳେ ସେସବୁ ମନ୍ଦିର ପରିଚାଳନା କମିଟି, ପୂଜା କମିଟି ଏବଂ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଶ୍ରୀ କରଙ୍କୁ ଭବ୍ୟ ସ୍ବାଗତ କରାଯାଇଥିବା ଦେଖିବାକୁ ମିଳିଥିଲା ।

Nirvik Bureau

Nirvik Bureau

Related Posts

ପୁଣ୍ୟ କାର୍ତ୍ତିକରେ ବିଭିନ୍ନ ମନ୍ଦିର ପୂଜା ମଣ୍ଡପ ବୁଲିଲେ ଶୋଭନ କର
News

ପୁଣ୍ୟ କାର୍ତ୍ତିକରେ ବିଭିନ୍ନ ମନ୍ଦିର ପୂଜା ମଣ୍ଡପ ବୁଲିଲେ ଶୋଭନ କର

by Nirvik Bureau
November 6, 2025

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୬ ନଭେମ୍ବର ୨୦୨୫ ପୁଣ୍ୟ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମାହାଙ୍ଗା ଓ ନିଶ୍ଚିନ୍ତ କୋଇଲି ଅଞ୍ଚଳର ବିଭିନ୍ନ ମଠ ମନ୍ଦିର, ରାସ...

Read more
ଜନ୍ମ ମାଟିରେ ସ୍ୱର୍ଗତଃ ପ୍ରଦୀପ୍ତ କିଶୋର ଦାସଙ୍କ ୧୦୬ ତମ ଜୟନ୍ତୀ ପାଳିତ

ଜନ୍ମ ମାଟିରେ ସ୍ୱର୍ଗତଃ ପ୍ରଦୀପ୍ତ କିଶୋର ଦାସଙ୍କ ୧୦୬ ତମ ଜୟନ୍ତୀ ପାଳିତ

November 2, 2025
Popular Leader and Cultural Icon, Sarat Kumar Kar, Remembered

Popular Leader and Cultural Icon, Sarat Kumar Kar, Remembered

October 29, 2025
ଶରତ କର ଥିଲେ ଜଣେ ନୀତିବାଦୀ ଆଦର୍ଶ ଅନୁଷ୍ଠାନ (ଶରତ କର ସ୍ମାରକୀ ବକ୍ତୃତା, ସ୍ମାରକୀ ସମ୍ମାନ ପ୍ରଦାନ ଉତ୍ସବ)

ଶରତ କର ଥିଲେ ଜଣେ ନୀତିବାଦୀ ଆଦର୍ଶ ଅନୁଷ୍ଠାନ (ଶରତ କର ସ୍ମାରକୀ ବକ୍ତୃତା, ସ୍ମାରକୀ ସମ୍ମାନ ପ୍ରଦାନ ଉତ୍ସବ)

October 29, 2025
ପ୍ରଖ୍ୟାତ ରାଜନେତା ଶରତ କୁମାର କରଙ୍କ ୫ମ ବାର୍ଷିକ ତିରୋଧାନ ଦିବସରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ପ୍ରଖ୍ୟାତ ରାଜନେତା ଶରତ କୁମାର କରଙ୍କ ୫ମ ବାର୍ଷିକ ତିରୋଧାନ ଦିବସରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

October 12, 2025
ରାଜଧାନୀ ସମେତ ଜନ୍ମପୀଠ ରେ ଗଣକବି ବୈଷ୍ଣବ ପାଣିଙ୍କ ୧୪୪ ତମ ଜୟନ୍ତୀ ପାଳିତ

ରାଜଧାନୀ ସମେତ ଜନ୍ମପୀଠ ରେ ଗଣକବି ବୈଷ୍ଣବ ପାଣିଙ୍କ ୧୪୪ ତମ ଜୟନ୍ତୀ ପାଳିତ

October 8, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.