• About
  • Contact
Tuesday, September 15, 2026
Tuesday, September 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଉତ୍କଳ ଜନନୀ

ଉତ୍କଳ ଜନନୀ
Share on FacebookShare on Xshare on Whatsappshare on Linkedin
ଡାକ୍ତର ଅଂଶୁମାନ କର, ଭୁବନେଶ୍ୱର, ୧ ଅପ୍ରେଲ ୨୦୨୫

ଦେଶ ମଧ୍ୟେ ଶ୍ରେଷ୍ଠ ଭାରତ ଭୂମି
ତହିଁ ଶୁଭୁଥାଏ ନିତ୍ୟ ବେଦ ଧ୍ୱନି
ଆସିଛନ୍ତି କେତେ ଯେ ଋଷି ମୁନି
ପୁଣି ଜନ୍ମିଛନ୍ତି ଅନେକ ଗୁଣି ।।୧।।

ସେ ଭୂଇଁରେ ଅଛି ଚାରିଧାମ
ତହିଁରୁ ପୂର୍ବେ ଅଛି ଯେହୁ ଧାମ
ଉତ୍କଳ ବୋଲି ସଂସାର ଜାଣେ ତା’ର ନାମ
ଉତ୍କୃଷ୍ଟ ଅଛି ଯହିଁ ଏଠି ତେଣୁ “ଉତ୍କଳ’ ଏହାର ନାମ ।।୨।।

କଳାରେ ଗଢ଼ିଛନ୍ତି କୋଣାର୍କ ମନ୍ଦିର
ସାହିତ୍ୟେ ରଚିଛନ୍ତି କାବ୍ୟ ମନୋହର
ଦର୍ଶନେ ଜଗନ୍ନାଥ କରନ୍ତି ସମାହାର
ଏହାହିଁ ଆମ ପ୍ରଦେଶର ବିଶେଷ ଭାସ୍କର ।।୩।।

Dr. Ansuman Kar

Dr. Ansuman Kar

The Author is a doctor by profession with a passion for literature. He is a noted columnist, author, poet and literary researcher. He is presently the Secretary of Kalinga Bharati and Utkal Chhatra Sahitya Samaj, Cuttack.
N-1/183, IRC VILLAGE
9778030494

Related Posts

ନୂଆ ଖାଇ- କୃଷି ଓ କୃଷକର ପର୍ବ
Literature

ନୂଆ ଖାଇ- କୃଷି ଓ କୃଷକର ପର୍ବ

by Dr. Ansuman Kar
September 15, 2026

ଡାକ୍ତର ଅଂଶୁମାନ କର, ଭୁବନେଶ୍ୱର, ୧୫ ସେପ୍ଟେମ୍ବର ୨୦୨୬ ନୂଆଖାଇ ହେଉଛି ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ତଥା ଅନନ୍ୟ କୃଷିଭିତ୍ତିକ ଗଣପର୍ବ। 'ନୂଆ' ଅର୍ଥାତ୍ ନୂତନ...

Read more
ସିଏପା ବୁଦ୍ଧିଦାତା

ସିଏପା ବୁଦ୍ଧିଦାତା

September 14, 2026
ବର୍ଷା ଭିଜା ରାତି(୨)

ବର୍ଷା ଭିଜା ରାତି(୨)

September 12, 2026
ସନ୍ଧ୍ୟା ତୁମେ ଆଜି

ସନ୍ଧ୍ୟା ତୁମେ ଆଜି

September 11, 2026
Renaissance

Renaissance

September 1, 2026
ବର୍ଷା ଭିଜା ରାତି

ବର୍ଷା ଭିଜା ରାତି

August 29, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.