• About
  • Contact
Tuesday, July 28, 2026
Tuesday, July 28, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଏକ ପ୍ରେମପୂର୍ଣ୍ଣ ପତ୍ର

ଏକ ପ୍ରେମପୂର୍ଣ୍ଣ ପତ୍ର
Share on FacebookShare on Xshare on Whatsappshare on Linkedin
ଇଂ. ଶାଶ୍ଵତ ରଞ୍ଜନ ଦାସ, କଟକ, ୨୨ ମଇ ୨୦୨୫

(ଚିର ବନ୍ଦିତା ଓଡ଼ିଆ ଭାଷା ଉଦ୍ଦେଶ୍ୟରେ ….)

ତୁମକୁ ମୋର ଶତଶତ ପ୍ରଣାମ। ତୁମେ ମୋର ଅସ୍ତିତ୍ୱ, ମୋର ଅଭିମାନ, ମୋ ଅସୀମ ଗର୍ବର କାରଣ। ଜନ୍ମ ଠାରୁ ଏ ପର୍ଯ୍ୟନ୍ତ ଯାହା ସହ ବଢିଛି, ଶିଖିଛି, ଭାବିଛି, ସେ’ ତ ତୁମେ।

ତୁମର ଅକ୍ଷର ଶିଖି ମୁଁ ଲେଖିଛି ପ୍ରଥମ ଶବ୍ଦ, ଶୁଣିଛି ପ୍ରଥମ ଗୀତ … ତୁମ ଗଳ୍ପ, କବିତା, ଦୂରଦର୍ଶୀ ବାଣୀ ମୋ ଚେତନାକୁ ଜଗାଇ ଦେଇଛି। ତୁମ ଭିତରେ ଲୁଚିରହିଛି ମୋ ମାଟିର ଐତିହ୍ୟ, ସଂସ୍କୃତି ଓ ପରମ୍ପରା।

ଆଜିର ଜଗତୀକରଣ ଯୁଗରେ ବହୁ ଭାଷା ଶିଖୁଛୁ, କାମ କରୁଛୁ, କିନ୍ତୁ ଆପଣା ହୃଦୟର ଭାଷା ହେଉଛ ତୁମେ। ତୁମକୁ ଛାଡି ମୋର ଅଭିବ୍ୟକ୍ତି ଅସମ୍ପୂର୍ଣ୍ଣ । ତୁମ ପ୍ରତି ନିତ୍ୟ ନୂତନ ଭାବେ ଆସେ ଅନାବିଳ ଆସକ୍ତି, ପ୍ରେମ, ଭକ୍ତି ଓ ଭଲପାଇବା ମୁଁ ଗର୍ବ କରେ ତୁମକୁ ନେଇ ।

ମୁଁ ପ୍ରତିଶ୍ରୁତି ଦେଉଛି—ତୁମର ସେବା କରିବି, ତୁମର ପ୍ରଚାର କରିବି ଓ ଆଗାମୀ ନବପିଢିଙ୍କ ପାଇଁ ତୁମ ଗୌରବକୁ ଅକ୍ଷୁର୍ଣ୍ଣ ରଖିବାକୁ ଶତତ ଚେଷ୍ଟିତ ରହିବି, ଆଉ ଅବିରତ ଗାଉଥିବି ତୁମରି ଗରିମା ।

Saswat Ranjan Das

Saswat Ranjan Das

Saswat Ranjan Das is an engineer by profession but is a passionate lover of Odia literature, language and culture.

Related Posts

ଛୋଟିଆ ରାତି ସପନ ଅତି
Literature

ଛୋଟିଆ ରାତି ସପନ ଅତି

by ଜୟ କୁମାର ମିଶ୍ର
July 23, 2026

ଜୟ କୁମାର ମିଶ୍ର, ଗଜପତି, ୨୩ ଜୁଲାଇ ୨୦୨୬ ଛୋଟିଆ ରାତି ସପନ ଅତି ଆକାଶ ସେତ ଛୁଏଁ, ରାତି ନିଅଣ୍ଟ, ଭାବନା ଆଣ୍ଟ ଅବଶୋଷଟି କୁହେ...

Read more
ସର୍ବେ ହୁଅନ୍ତୁ ଖୁସି

ସର୍ବେ ହୁଅନ୍ତୁ ଖୁସି

July 18, 2026
ଘୋଷ ଯାତ୍ରା

ଘୋଷ ଯାତ୍ରା

July 16, 2026
ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

July 16, 2026
ନିର୍ବାଚନ ପୂର୍ବ, ରାତି

ନିର୍ବାଚନ ପୂର୍ବ, ରାତି

July 11, 2026
କେମିତିକା ଯୁଗ ଇଏରେ

କେମିତିକା ଯୁଗ ଇଏରେ

July 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.