• About
  • Contact
Tuesday, April 14, 2026
Tuesday, April 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଅନୁରାଧା

ଅନୁରାଧା
Share on FacebookShare on Xshare on Whatsappshare on Linkedin
ସସ୍ମିତା ପଣ୍ଡା, କଟିକଟା, କଟକ, ୨ ଜୁଲାଇ ୨୦୨୫

ସେଇ ପଦେ କଥାକୁ
ତୁମ ସକାଳ ଓ ସଂଜ
ଏଣୁତେଣୁ ଭାବନାରେ
କେତେ ଦହଗଂଜ ।।

ବେଶୀ ବେଶୀ ଗାଢ଼ଦିଶେ
ମୋର ନୀଳଶାଢୀ
ରୂପାରଙ୍ଗ ଜହ୍ନରାତି
ହୀରାରଙ୍ଗ ଚୁଡ଼ି ।।

ଖବର ନଦେଇ ଆସ
ଲେଉଟାଣି ବେଳେ
କୃଷ୍ଣଚୁଡ଼ା ହସିହସି
କୋଉରଙ୍ଗ ଢାଳେ ।।

ଅମାନିଆ ଅକ୍ଷରକୁ
ଜୁ କେତେ ମୋର
ନୁଆଁଣିଆ ପିରତୀରେ
ପାତିଛି ଆସର ।।

ଈଶ୍ବର ବି ବେଳେବେଳେ
ଶିଖିବାକୁ ପ୍ରେମ
ଆସିଛନ୍ତି ଯେତେଥର
ଖାଲି ବଦନାମ ।।

ଆଙ୍କିବାର ଇଚ୍ଛାଟିଏ
ଝାଳ ଝରଝର
ଅବିକଳ ନକ୍ସାଟିଏ
ତୁମରି ସହର ।।

ଅନୁରାଧା ଗୋଟେ ସେଇ
ଅପହଞ୍ଚ ବୋଲି
କହୁଥିଲା ଶୁଣିଛି ମୁଁ
ତୁମକୁ ସେ କାଲି ।।

ଡେଣା ଝାଡ଼ି ଭେଦିଯାଏ
ସେଇ ଆକାଶରେ
ତୁଛାଟାରେ ତରଳୁଛି
ବେଳ ଅବେଳରେ ।।

ସସ୍ମିତା ପଣ୍ଡା

ସସ୍ମିତା ପଣ୍ଡା

ବିଶିଷ୍ଟ କବି, କଟିକଟା, କଟକ, ଦୂରଭାଷ ନଂ ୯୪୩୮୮୫୬୭୮୪

Related Posts

ମହା ବିଷୁବ ସଂକ୍ରାନ୍ତି
Literature

ମହା ବିଷୁବ ସଂକ୍ରାନ୍ତି

by ଦେବେନ୍ଦ୍ର କୁମାର ସାହୁ
April 14, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୪ ଅପ୍ରେଲ ୨୦୨୬ ତୁମେ ଓଡ଼ିଆ ର ଆରାଧ୍ୟ ପ୍ରଭୁହେ ତୁମେ ଓଡ଼ିଆ ର କର୍ମ ଧର୍ମ ତୁମେ ଓଡ଼ିଆ ର...

Read more
ଗାଆଁର ବିକାଶ, କରୁଛି ହତାଶ

ଗାଆଁର ବିକାଶ, କରୁଛି ହତାଶ

April 11, 2026
A Dying Ember

A Dying Ember

April 4, 2026
ମୋ ରାଇଜ ଓଡ଼ିଶା

ମୋ ରାଇଜ ଓଡ଼ିଶା

April 1, 2026
ଜୟ ଶ୍ରୀରାମ

ଜୟ ଶ୍ରୀରାମ

March 27, 2026
ଶେଷ ସଂଳାପ (ଭାଗ ୬୪)

ଶେଷ ସଂଳାପ (ଭାଗ ୬୪)

March 24, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.