• About
  • Contact
Friday, September 19, 2025
Friday, September 19, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ରହୁଛି କେଉଁଠି ଭୁଲ୍?

ରହୁଛି କେଉଁଠି ଭୁଲ୍?
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୬ ସେପ୍ଟେମ୍ବର ୨୦୨୫

କେଉଁଠି ରହିଯାଉଛି ଭୁଲ୍
ବୁଝି ହେଉନାହିଁ ବିଲକୁଲ୍
ରାଇଜ ହେଉଛି ହୁଲସ୍ତୁଲ ।।୧।।

ଶାସନ ବ୍ୟବସ୍ଥା ‘ବିଉଟିଫୁଲ୍’
ଧନୀ ହୁଅନ୍ତି ‘ରିସୋର୍ସଫୁଲ୍’
ଗରିବ ଜୀବନ ‘ସରୋଫୁଲ୍ ।।୨।।

ଯୋଜନା ଆମର ‘ଥଟଫୁଲ୍’
ଉଦ୍ଦେଶ୍ୟ ତାର ‘ମିନିଙ୍ଗଫୁଲ୍’
ରୁପାୟନ କିନ୍ତୁ ‘ରଙ୍ଗଫୁଲ୍’।।୩।।

ନିର୍ବାଚନ ହୁଏ ‘କଲରଫୁଲ୍’
ରାଜୀନତି ଏଠି ‘ଚିଅରଫୁଲ୍’
ନେତାମାନେ ହୁଅନ୍ତି ‘ଜୟଫୁଲ୍’।।୪।।

ଜନସେବା ଏଠି ‘ୱଣ୍ଡରଫୁଲ୍’
ଟାଉଟର ହୁଅନ୍ତି ‘ଗେନଫୁଲ୍’
ସଚୋଟର ଜୀବନ ‘ଷ୍ଟ୍ରେସଫୁଲ୍’ ।।୫।।

ଦୁର୍ନୀତି ଏବେ ‘ପାୱାରଫୁଲ୍’
ସରକାରୀ ଅର୍ଥ ‘ୱେଷ୍ଟଫୁଲ୍’
ଦୁଃଖୀ ପାଇଁ ତାହା ‘ପେନଫୁଲ୍’ ।।୬।।

ବାହୁବଳୀ ଏଠି ‘ବ୍ଲିସଫୁଲ୍’
ଅର୍ଥବଳୀ ରହେ ‘ଚାର୍ମଫୁଲ୍’
କେବେ ହେବାରେ ‘କେୟାରଫୁଲ୍? ।।୭।।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ମଙ୍ଗଳା ପ୍ରସାଦ ମହାନ୍ତି (ଭାଗ ୪୪)
Literature

ମଙ୍ଗଳା ପ୍ରସାଦ ମହାନ୍ତି (ଭାଗ ୪୪)

by Manas Ranjan Mahapatra
September 16, 2025

ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୬ ସେପ୍ଟେମ୍ବର ୨୦୨୫ ଅନେକ କଥା ଲେଖିଲିଣି। ତେବେ, ଅନେକ କଥା ଲେଖିବା ଏବେ ବି ବାକିଅଛି। ମଂଗଳା ବିଷୟରେ ଲେଖିବାକୁ...

Read more
ସଞ୍ଜ

ସଞ୍ଜ

September 15, 2025
ଅରକ୍ଷିତ ପ୍ରଧାନ (ଭାଗ ୪୩)

ଅରକ୍ଷିତ ପ୍ରଧାନ (ଭାଗ ୪୩)

September 9, 2025
ତୁମେ ହିଁ ତୁମେ

ତୁମେ ହିଁ ତୁମେ

September 5, 2025
ଶ୍ରୀକୃଷ୍ଣ ପ୍ରେସ୍ ର କୃଷ୍ଣ ମଉସା (ଭାଗ ୪୨)

ଶ୍ରୀକୃଷ୍ଣ ପ୍ରେସ୍ ର କୃଷ୍ଣ ମଉସା (ଭାଗ ୪୨)

September 2, 2025
ଜୟ ଜୟ ଶ୍ରୀଜଗନ୍ନାଥ ପଦ୍ମଶ୍ରୀ ବାଗ୍ମୀ ସ୍ବର୍ଗତ ଡ଼କ୍ଟର ରଜତ କରଙ୍କ ୯୨ ତମ ଜୟନ୍ତୀ ଅବସରରେ ସ୍ମୃତିଗୀତିକା

ଜୟ ଜୟ ଶ୍ରୀଜଗନ୍ନାଥ
ପଦ୍ମଶ୍ରୀ ବାଗ୍ମୀ ସ୍ବର୍ଗତ ଡ଼କ୍ଟର ରଜତ କରଙ୍କ ୯୨ ତମ ଜୟନ୍ତୀ ଅବସରରେ ସ୍ମୃତିଗୀତିକା

September 2, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.