• About
  • Contact
Thursday, November 13, 2025
Thursday, November 13, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

କିଛି କଥା

କିଛି କଥା
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୧ ନଭେମ୍ବର ୨୦୨୫

କିଛି କଥା ମନଖୋଲି କହିଦେଇ ହୁଏ
ଆଉ କିଛି ଅଧାରୁ ଅଟକି ରହିଯାଏ
ବାକି କିଛି କଥା ମନେ ଦୋଳି ଖେଳୁଥାଏ
ନରମ ଛାତିକୁ ତାହା ଦୋହଲାଇ ଦିଏ ।।୧।।

କିଛି କଥା କହିଦେଲେ ମନ ଭରିଯାଏ
କିଛି ଅଧା କଥା ଚିତ୍ତ ଚହଲାଇ ଦିଏ
ଅକୁହା କିଛି କଥା ବୁକୁ ବିଦାରୁ ଥାଏ
ଶାନ୍ତ ହୃଦୟରେ ତାହା ବେପଥୁ ଜଗାଏ ।।୨।।

କିଛି କଥା ସଂକେତରେ ଜଣା ଯାଇଥାଏ
ବଚନବାଧିତ ଦୁଃଖ ତାହା ଫେଇ ଦିଏ
ଆଖିରେ ନିରବ କଥା ଭରି ରହିଥାଏ
ଶବ୍ଦଶୂନ୍ୟ ସେଇ କଥା ମନ ମୋହିନିଏ ।।୩।।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ଗାନ୍ଧୀ ସ୍ମୃତି
Literature

ଗାନ୍ଧୀ ସ୍ମୃତି

by ପ୍ରଭୁକଲ୍ୟାଣ ମହାପାତ୍ର
November 6, 2025

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୬ ନଭେମ୍ବର ୨୦୨୫ ଗାନ୍ଧୀ ପ୍ରଦର୍ଶିତ ସତ୍ୟାଗ୍ରହ ପରା ଆମର ସାଜିଛି ଅମୋଘ ଅସ୍ତ୍ର, ଶାସନେ ଅନ୍ୟାୟ, ଅନୀତି,ଦୁର୍ନୀତି ଆମକୁ କରୁଛି ଭିଷଣ...

Read more
ଅନନ୍ତ ଜୀବନଯାତ୍ରର ଆରମ୍ଭ (ଭାଗ ୪୮)

ଅନନ୍ତ ଜୀବନଯାତ୍ରର ଆରମ୍ଭ (ଭାଗ ୪୮)

November 4, 2025
ଉପନିର୍ବାଚନ : ସେବେ ଓ ଏବେ

ଉପନିର୍ବାଚନ : ସେବେ ଓ ଏବେ

October 28, 2025
ପୁଣିଥରେ କାଳୀଚରଣ ଦାସ (ଭାଗ ୪୭)

ପୁଣିଥରେ କାଳୀଚରଣ ଦାସ (ଭାଗ ୪୭)

October 28, 2025
ସତରେ ଏମିତି ହୁଅନ୍ତା କି – ୨୧

ସତରେ ଏମିତି ହୁଅନ୍ତା କି – ୨୧

October 27, 2025
ସତରେ ଏମିତି ହୁଅନ୍ତା କି – ୨୦

ସତରେ ଏମିତି ହୁଅନ୍ତା କି – ୨୦

October 22, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.