• About
  • Contact
Wednesday, March 4, 2026
Wednesday, March 4, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୪ ମାର୍ଚ୍ଚ ୨୦୨୬

ସ୍ନେହରେ ପ୍ରେମରେ ଜୀବନ ଭିଜିଲେ
କଷ୍ଟ ଦିଏ ନାହିଁ ଭବ ବନ୍ଧନ
ମନିଷୀ ଚିନ୍ତକ ସେଥିପାଇଁ ସିନା
ଉତ୍ସବ ପାଳନେ ଦିଅନ୍ତି ଧ୍ୟାନ।
ରଜ ଦଶହରା ଶ୍ରୀଗୁଣ୍ଡିଚା ଯାତ
ଆଣେ ଭାଇଚାରା ସମତା ଭାବ
ଜୀବନ ରେ ଭରେ ଆନନ୍ଦ ଉଲ୍ଲାସ
ସବୁଠୁ ନିଆରା ହୋଲି ପରବ।
ବିଶ୍ୱ ନିଅନ୍ତାଙ୍କୁ ବିମାନ ବସାଇ
ତାଙ୍କ ଦେହେ ବୋଳି ରଙ୍ଗ ଅବିର
ହୋଲି ସଙ୍ଗୀତରେ ନାଚି ଗାଇ ସର୍ବେ
ହୁଅନ୍ତି ମାନବ ଧର୍ମେ ବିଭୋର।
ସଦଭାବନା ଭାଇଚାରା ଚୀର ସ୍ରୋତ
ସଦା ପ୍ରବାହିତ ହେଉ ସଂସାରେ
ରଙ୍ଗର ପରବ ହୋଲି ଉତ୍ସବରେ
ଜଗା ନିକଟରେ ପ୍ରାର୍ଥନା କରେ।

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)
Literature

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

by Manas Ranjan Mahapatra
March 4, 2026

ମାନସ ରଞ୍ଜନ ମହାପାତ୍ର, ପୁରୀ, ୪ ମାର୍ଚ୍ଚ ୨୦୨୬ ପ୍ରତି ଯୁଗରେ କିଛି ବହୁ ପରିଚିତ ଥାଆନ୍ତି। କିଛି ସ୍ୱଳ୍ପ ପରିଚିତ, କିଛି ପରିଚିତ, କିଛି ଅପରିଚିତ।...

Read more
The Season of Board Exams: A Mother’s Tale

The Season of Board Exams: A Mother’s Tale

March 2, 2026
କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

February 24, 2026
ସତରେ ଏମିତି ହୁଅନ୍ତା କି – ୨୪

ସତରେ ଏମିତି ହୁଅନ୍ତା କି – ୨୪

February 23, 2026
ମା’ର ଭାଷା ମୋର ପ୍ରିୟ

ମା’ର ଭାଷା ମୋର ପ୍ରିୟ

February 21, 2026
ଅସାମାନ୍ଯ ଯୁଧୂଷ୍ଠିର

ଅସାମାନ୍ଯ ଯୁଧୂଷ୍ଠିର

February 18, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.