• About
  • Contact
Sunday, September 13, 2026
Sunday, September 13, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ନବରାତ୍ର (ଶୈଳପୁତ୍ରୀ)

ନବରାତ୍ର (ଶୈଳପୁତ୍ରୀ)
Share on FacebookShare on Xshare on Whatsappshare on Linkedin
ସସ୍ମିତା ପଣ୍ଡା, ୨୮ ସେପ୍ଟେମ୍ବର ୨୦୨୨

ତୁମେ ନୈବେଦ୍ୟର ଶୁଭ୍ର ପବିତ୍ରତା
ମୁଁ ସ୍ପନ୍ଦନର ଉଚ୍ଚାରଣ ।
ତୁମେ ବୃଷାଋଢା ଦିବ୍ୟ ଦରବାରେ
ମୁଁ ଆପେକ୍ଷିକ ଆମନ୍ତ୍ରଣ ।।

ଅଭୟ ତ୍ରୀଶୂଳେ ଦୀର୍ଘଦର୍ଶୀ ତୁମେ
ମୁଁ ଆତ୍ମ ପ୍ରତ୍ୟୟର ବାସ୍ନା
ତୁମେ ହିମବାନ ତନୁଜା ପାର୍ବତୀ
ମୁଁ ପୁଷ୍ପାଞ୍ଜଳି ନିରାଜନା ।।

ତୁମେ କମଳର ସଦ୍ୟ ଅଳଙ୍କୃତା
ମୁଁ ପଦ୍ମପତ୍ର ଜଳ ବିନ୍ଦୁ
ତୁମେ ପ୍ରସନ୍ନତା ଚିନ୍ମୟୀର ସୁଧା
ମୁଁ ମହଣେ ମୋହର ସିନ୍ଧୁ ।।

ତୁମେ ଶୈଳପୁତ୍ରୀ ଆଦ୍ୟ ନବରାତ୍ରେ
ମୁଁ ଯେ ଜିଜ୍ଞାସାର ପୁଷ୍ପ ।
ତୁମେ ସିଦ୍ଧିପ୍ରଦା ଜ୍ଞାନମୟୀ ମନ୍ତ୍ର
ମୁଁ ଭକତିର ଅବଶେଷ ।

ତୁମେ ସୁଧାମୟୀ ଶଇଳ ନନ୍ଦିନୀ
ମୁଁ ବିଶ୍ବାସର ଆବରଣ ।
ତୁମେ ଶାରଦୀୟ ପୂଣ୍ୟ ଅବତୀର୍ଣ୍ଣା
ମୁଁ ଅଭିପ୍ସାର ପାରାୟଣ ।।

ସସ୍ମିତା ପଣ୍ଡା

ସସ୍ମିତା ପଣ୍ଡା

ବିଶିଷ୍ଟ କବି, କଟିକଟା, କଟକ, ଦୂରଭାଷ ନଂ ୯୪୩୮୮୫୬୭୮୪

Related Posts

ବର୍ଷା ଭିଜା ରାତି(୨)
Literature

ବର୍ଷା ଭିଜା ରାତି(୨)

by ପ୍ରଭୁକଲ୍ୟାଣ ମହାପାତ୍ର
September 12, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୨ ସେପ୍ଟେମ୍ବର ୨୦୨୬ ବର୍ଷା ଭିଜା ରାତି ଅନ୍ଧାରରେ କୁଣ୍ଡା ଝଡ଼ା ବରଷା ବିନ୍ଦୁରେ ତନୁ ମୋର ଶିହରୀ ଉଠେରେ ତୁମ ସ୍ମୃତି...

Read more
ସନ୍ଧ୍ୟା ତୁମେ ଆଜି

ସନ୍ଧ୍ୟା ତୁମେ ଆଜି

September 11, 2026
Renaissance

Renaissance

September 1, 2026
ବର୍ଷା ଭିଜା ରାତି

ବର୍ଷା ଭିଜା ରାତି

August 29, 2026
ସ୍ମୃତିରେ ପ୍ରଣବ କିଶୋର

ସ୍ମୃତିରେ ପ୍ରଣବ କିଶୋର

August 25, 2026
ଭାରତର ସନ୍ତାନ

ଭାରତର ସନ୍ତାନ

August 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.