• About
  • Contact
Thursday, December 11, 2025
Thursday, December 11, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଆମେରେ ଓଡ଼ିଆ

ଆମେରେ ଓଡ଼ିଆ
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୮ ନଭେମ୍ବର ୨୦୨୨

ଆମେରେ ଓଡ଼ିଆ
କେତେଯେ ବଢିଆ
ଆମର ସଂସ୍କୃତି ଆମ ପରମ୍ପରା
ବିଶ୍ୱରେ ନିଆରା.

ସାରା ବିଶ୍ୱ ମା
ଜାତି କହେ ତାହା
ନିଜ ଜୀବନକୁ ପକାଇ ନର୍କରେ
ଦିଏ ମୁକ୍ତି ରାହା.

ଏ ଜାତି ଠାକୁର
ଜଗତ ଈଶ୍ୱର
ଜଗନ୍ନାଥ ତାଙ୍କୁ କହୁଅଛି ବିଶ୍ୱ
(ସିଏ)ସୃଷ୍ଟିର ଆଧାର.

ଆମର ଚଳଣି
ଆମର କାହାଣୀ
ଧର୍ମ ଧାରଣା ର ନିଚ୍ଛକ ପ୍ରକାଶ
କରେ ନାହିଁ(କା’ର)ହାନୀ.

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

କିଛି କଥା -୪
Literature

କିଛି କଥା -୪

by ପ୍ରଭୁକଲ୍ୟାଣ ମହାପାତ୍ର
December 9, 2025

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୯ ଡିସେମ୍ବର ୨୦୨୫ କିଛି କଥା ସହଜରେ ଭୁଲି ହୋଇଯାଏ ଆଉକିଛି ଅହରହ ମନେ ରହିଥାଏ, ପ୍ରଣୟ କଥା ପରାଣେ ପୂଲକ ଜଗାଏ...

Read more
ଦିଲ୍ଲୀ ବହୁଦୂର (ଭାଗ ୫୩)

ଦିଲ୍ଲୀ ବହୁଦୂର (ଭାଗ ୫୩)

December 8, 2025
ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

December 3, 2025
କିଛି କଥା – ୩

କିଛି କଥା – ୩

December 2, 2025
ଭୁବନେଶ୍ୱର  ବଦଳି (ଭାଗ ୫୨)

ଭୁବନେଶ୍ୱର ବଦଳି (ଭାଗ ୫୨)

December 1, 2025
Of Love And Peace

Of Love And Peace

November 29, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.