• About
  • Contact
Wednesday, April 15, 2026
Wednesday, April 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଅତୀତର ଅର୍ଥାନ୍ତର

ଅତୀତର ଅର୍ଥାନ୍ତର
Share on FacebookShare on Xshare on Whatsappshare on Linkedin
ସସ୍ମିତା ପଣ୍ଡା, କଟକ, ୧୪ ଡିସେମ୍ବର ୨୦୨୨

ମୁଁ ଜାଣିଥିଲି ତୁ ଏମିତି
ସମୟ ସହିତ ସନ୍ଧି କରିଛୁ
ଅଣ୍ଟିରେ ଅଣ୍ଟିଏ ଲାଳସା ରଖି
ପ୍ରତାରଣାର ପ୍ରୟୋଗଶାଳାରେ
ନିଜକୁ ସାମିଲ କରି
ପୋଷ ପୋଷ ଅହମିକାର ଅଳନ୍ଧୁ
ଭିତରୁ
ତୁ ଖୋଜିବୁଲୁଛୁ ନିଜକୁ
ଖୁବ୍ ଅସ୍ତବ୍ୟସ୍ତ ହୋଇ ।

ସ୍ବାର୍ଥର କୁଟିଳ ଧୁଆଁ କୁଣ୍ଡଳିରେ
ନୁଆଣିଆ ବୟସରେ
ବ୍ୟତିକ୍ରମ ସମୟର
ଇଟିକିଲି ମିଟିମିଲି ଖେଳରେ
କଣ୍ଠାଗ୍ରତ ସଞ୍ଜରୁ ସକାଳ
ସକାଳରୁ ସଞ୍ଜ
ଈର୍ଷାର ବର୍ଷାରେ ।

କେତେ ସରଳ ପ୍ରତଦ୍ବନ୍ଦୀ ତୁ
ସତରେ
ରଙ୍ଗଣୀରୁ ରାଣୀ ହେବାକୁ
ଦିନବୁଡ଼େ କାନକୁହା କଥାରେ
କଲମରୁ କଳମ ଲାଞ୍ଛିତ ଶବ୍ଦରେ
କଳିର କାଳିରେ
ମାଳିର ମଳିରେ
ପ୍ରମତ୍ତ ପ୍ରହେଳିକାରେ
ସାତସିଆଁ ଅନୁଭବରେ
ଅଦିନ ଅନ୍ଧାରେ ଉଆଁସ ଉଆସରେ
ଅପରିଚିତ ପ୍ରତିଦ୍ବନ୍ଦୀ ହୋଇ
ବଞ୍ଚି ରୁହ ଏମିତି ମୋ ପଶ୍ଚାତର
ଗର୍ତ୍ତଗୃହରେ ।

ସସ୍ମିତା ପଣ୍ଡା

ସସ୍ମିତା ପଣ୍ଡା

ବିଶିଷ୍ଟ କବି, କଟିକଟା, କଟକ, ଦୂରଭାଷ ନଂ ୯୪୩୮୮୫୬୭୮୪

Related Posts

ମହା ବିଷୁବ ସଂକ୍ରାନ୍ତି
Literature

ମହା ବିଷୁବ ସଂକ୍ରାନ୍ତି

by ଦେବେନ୍ଦ୍ର କୁମାର ସାହୁ
April 14, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୪ ଅପ୍ରେଲ ୨୦୨୬ ତୁମେ ଓଡ଼ିଆ ର ଆରାଧ୍ୟ ପ୍ରଭୁହେ ତୁମେ ଓଡ଼ିଆ ର କର୍ମ ଧର୍ମ ତୁମେ ଓଡ଼ିଆ ର...

Read more
ଗାଆଁର ବିକାଶ, କରୁଛି ହତାଶ

ଗାଆଁର ବିକାଶ, କରୁଛି ହତାଶ

April 11, 2026
A Dying Ember

A Dying Ember

April 4, 2026
ମୋ ରାଇଜ ଓଡ଼ିଶା

ମୋ ରାଇଜ ଓଡ଼ିଶା

April 1, 2026
ଜୟ ଶ୍ରୀରାମ

ଜୟ ଶ୍ରୀରାମ

March 27, 2026
ଶେଷ ସଂଳାପ (ଭାଗ ୬୪)

ଶେଷ ସଂଳାପ (ଭାଗ ୬୪)

March 24, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.