• About
  • Contact
Wednesday, August 26, 2026
Wednesday, August 26, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଦର୍ଶନ କରିବି କାଳିଆ

ଦର୍ଶନ କରିବି କାଳିଆ
Share on FacebookShare on Xshare on Whatsappshare on Linkedin
ଜୟଶ୍ରୀ ଦାସ, ବାଲେଶ୍ଵର, ୧୧ ମାର୍ଚ୍ଚ ୨୦୨୩

ବରଷକୁ ଥରେ ଆସିବ ରଜା
ଖୁସି ମଉଜରେ ବାଜିବ ବାଜା
କାଳିଆ ତୋ ପ୍ରେମେ ସର୍ବେ ବିଭୋର
ଭୁଲିଯା’ନ୍ତି ଘରଦ୍ବାର ସଂସାର
ସାରା ଜଗତ ତୋ ପାଇଁ ବାଇଆ
ସଭିଏଁ କହନ୍ତି ତୋହରି ମାୟା
ତୁହି ଜଗତର ନାଥ କାଳିଆ
ହଟିଆ ନଟିଆ ବାଙ୍କ ଚୂଳିଆ
ବରଷକୁ ଥରେ ଦେଉ ଦର୍ଶନ
ମନଲୋଭା ତୋର ଚକା ନୟନ
ତୋ ଚରଣେ ଯିଏ ନିଏ ଆଶ୍ରୟ
କରେନା ଜଗତେ କାହାକୁ ଭୟ

ଜୟଶ୍ରୀ ଦାସ

ଜୟଶ୍ରୀ ଦାସ

ତୃତୀୟ ବର୍ଷ ସ୍ନାତକ ଛାତ୍ରୀ, ଓଡ଼ିଆ ସମ୍ମାନ, କୃଷ୍ଣଚନ୍ଦ୍ର ପିଲିଲି ମହାବିଦ୍ୟାଳୟ ଜଗାଇ, ବାଲିଆପାଳ, ବାଲେଶ୍ଵର ଦୂରଭାଷ:୯୩୩୭୪୩୦୯୦୩ jayashreedas422003@gmail.com

Related Posts

ସ୍ମୃତିରେ ପ୍ରଣବ କିଶୋର
Literature

ସ୍ମୃତିରେ ପ୍ରଣବ କିଶୋର

by ବିଜୟ କୁମାର ପାଣି
August 25, 2026

ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୨୫ ଅଗଷ୍ଟ ୨୦୨୬ ଓଡ଼ିଆ ସଙ୍ଗୀତ ଐରାବତ ତୁମେ ଚିର ସବୁଜ ସୁନ୍ଦର। ସୀମାହୀନ ସେହି ସାଗର ବୁକୁରେ ତୁମେ...

Read more
ଭାରତର ସନ୍ତାନ

ଭାରତର ସନ୍ତାନ

August 15, 2026
You, Me and Tea

You, Me and Tea

August 1, 2026
ଛୋଟିଆ ରାତି ସପନ ଅତି

ଛୋଟିଆ ରାତି ସପନ ଅତି

July 23, 2026
ସର୍ବେ ହୁଅନ୍ତୁ ଖୁସି

ସର୍ବେ ହୁଅନ୍ତୁ ଖୁସି

July 18, 2026
ଘୋଷ ଯାତ୍ରା

ଘୋଷ ଯାତ୍ରା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.