• About
  • Contact
Sunday, April 19, 2026
Sunday, April 19, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଯାଇପାରୁନାହିଁ ଘଟଗାଁକୁ ମୁଁ

ଯାଇପାରୁନାହିଁ ଘଟଗାଁକୁ ମୁଁ
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୩ ମଇ ୨୦୨୩

ଯାଇ ପାରୁନାହିଁ ଘଟଗାଁକୁ ମୁଁ
ଦେଖୁଛି ତୋତେ ମୁଁ ଘରେ ମୋର
ମୋ ମା ମୁହଁକୁ ଦେଖିଦେଲେ ମୁହିଁ
ଲାଗେ ପାଇଗଲି ଦର୍ଶନ ତୋର.

ତୋ ପ୍ରସାଦ ଟିକେ ପାଏ ନାହିଁ ବୋଲି
ନିଜକୁ ନିରେଖ ଭାବିନାହିଁ
ମା ହାତ ରନ୍ଧା ପାଟିରେ ବାଜିଲେ
ତୋ ପ୍ରସାଦ ସ୍ୱାଦ ପାଏ ମୁହିଁ

ତୋର ଦେହ ଲଗା ଲୁଗାରୁ ଟିକିଏ
ମୋ ମଥାରେ କେବେ ବାନ୍ଧିନାହିଁ
ମୋର ମା ଲୁଗା ପଣତ କାନୀକୁ
ଭକ୍ତିରେ ଘୋଡେଇ ଯାଏ ହୋଇ.

ତୋ ମଥାରେ ମା ମନ୍ଦାର ଚଢିବା
ଦେଖିବା ମୋ ଭାଗ୍ୟେ ଲେଖା ନାହିଁ
ମୋ ମା ମଥାରେ ସିନ୍ଦୁର ଦେଖିଲେ
ଚକ୍ଷୁ ମୋର ଧନ୍ୟ ଯାଏ ହୋଇ.

***********************
ମା ତାରିଣୀ ଓ ମୋର ଗର୍ଭ ଧାରିଣୀ
ଉଭୟ ଙ୍କ ପାଦରେ ଅନନ୍ତ କୋଟି ପ୍ରଣତି

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

What You Call Right
Literature

What You Call Right

by Sudipta Mishra
April 18, 2026

Sudipta Mishra, Puri, 18 April 2026 You call it right, I may call it wrong. The same shade appears black...

Read more
ମହା ବିଷୁବ ସଂକ୍ରାନ୍ତି

ମହା ବିଷୁବ ସଂକ୍ରାନ୍ତି

April 14, 2026
ଗାଆଁର ବିକାଶ, କରୁଛି ହତାଶ

ଗାଆଁର ବିକାଶ, କରୁଛି ହତାଶ

April 11, 2026
A Dying Ember

A Dying Ember

April 4, 2026
ମୋ ରାଇଜ ଓଡ଼ିଶା

ମୋ ରାଇଜ ଓଡ଼ିଶା

April 1, 2026
ଜୟ ଶ୍ରୀରାମ

ଜୟ ଶ୍ରୀରାମ

March 27, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.