• About
  • Contact
Monday, August 24, 2026
Monday, August 24, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଅଙ୍କା ବଙ୍କା ଏଇ ସଡ଼କରେ ପ୍ରିୟ

ଅଙ୍କା ବଙ୍କା ଏଇ ସଡ଼କରେ ପ୍ରିୟ
Share on FacebookShare on Xshare on Whatsappshare on Linkedin
ଜୟଶ୍ରୀ ଦାସ, ବାଲେଶ୍ଵର, ୧୧ ମଇ ୨୦୨୩

ଅଙ୍କା ବଙ୍କା ଏଇ ସଡ଼କ ରେ ପ୍ରିୟ
ପାଦ ଥାପି ତୁମେ ଆସ
କି ଦେଇ ପ୍ରିୟ ହେ ତୋଷିବି ତୁମକୁ
ଅଛି ଖାଲି ଦୀର୍ଘଶ୍ବାସ।୦।

ନୂଆ ନୂଆ ସ୍ବପ୍ନ ଆଣିବ ସାଥିରେ
ନୂଆ ଜୀବନର ଗୀତି
ଦୁଃଖ ସୁଖ ଭରା ଜୀବନ ଜୀଉଁଛୁ
ତୁମେ ହେବ ଆମ ସାଥି
ଭିତରେ ବାହାରେ ଅସଂଖ୍ୟ ରାକ୍ଷସ
କରିବ ତାଙ୍କୁ ବିନାଶ ।୧।

ଇନ୍ଦ୍ରଧନୁରୁ ରଙ୍ଗ ଆଣିଣ
ଜୀବନ ରଙ୍ଗେଇ ଦେଵ
ବାଳୁଚର ମନ ଶୁଖି ଆସିଲାଣି
ଦେବ ନୂଆ ନୂଆ ଭାବ
ତୁମ ଆଗମନେ ବାଜିଉଠୁ ବଂଶୀ
ଜୀବନର ମଧୁରାସ ।୨।

ହଜିଯାଇଅଛି ପ୍ରୀତିର ମାଧୁରୀ
ସରାଗର ସବୁ ରାଗ
ତୁମ ଆଗମନେ ଲିଭିଯାଉ ପ୍ରିୟ
ଯନ୍ତ୍ରଣାର ଯେତେ ଦାଗ
ସବୁ ବିବଶତା କଟିଯାଉ ପ୍ରିୟ
ଜଡତାର ହେଉ ଶେଷ ।୩।

ଜୟଶ୍ରୀ ଦାସ

ଜୟଶ୍ରୀ ଦାସ

ତୃତୀୟ ବର୍ଷ ସ୍ନାତକ ଛାତ୍ରୀ, ଓଡ଼ିଆ ସମ୍ମାନ, କୃଷ୍ଣଚନ୍ଦ୍ର ପିଲିଲି ମହାବିଦ୍ୟାଳୟ ଜଗାଇ, ବାଲିଆପାଳ, ବାଲେଶ୍ଵର ଦୂରଭାଷ:୯୩୩୭୪୩୦୯୦୩ jayashreedas422003@gmail.com

Related Posts

ଭାରତର ସନ୍ତାନ
Literature

ଭାରତର ସନ୍ତାନ

by ଦେବେନ୍ଦ୍ର କୁମାର ସାହୁ
August 15, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୫ ଅଗଷ୍ଟ ୨୦୨୬ ମୁହିଁ ଭାରତର ଅମୃତ ସନ୍ତାନ ମୋ ଜନ୍ମ ପାଇଁକି ମୁହିଁ ଧନ୍ୟ ବିବିଧତା ମଧ୍ୟେ ଏକତା ଗୀତିକା...

Read more
You, Me and Tea

You, Me and Tea

August 1, 2026
ଛୋଟିଆ ରାତି ସପନ ଅତି

ଛୋଟିଆ ରାତି ସପନ ଅତି

July 23, 2026
ସର୍ବେ ହୁଅନ୍ତୁ ଖୁସି

ସର୍ବେ ହୁଅନ୍ତୁ ଖୁସି

July 18, 2026
ଘୋଷ ଯାତ୍ରା

ଘୋଷ ଯାତ୍ରା

July 16, 2026
ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.