• About
  • Contact
Tuesday, December 9, 2025
Tuesday, December 9, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

କହ ଜଗନ୍ନାଥ

କହ ଜଗନ୍ନାଥ
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୩ ଅଗଷ୍ଟ ୨୦୨୩

କହ ଜଗନ୍ନାଥ
କହ କହ ସତ
ପାଦ ଦୁଇ କାହିଁ ଲୁଚାଇଛୁ,
ଭକ୍ତ ବାଛି ତୁହି
ଲୁଚାଇ ଲୁଚାଇ
ପାଦ ତାଙ୍କୁ କି ତୁ ଦେଖାଉଛୁ
ପାଦ ସ୍ପର୍ଶ ଦେଇ ସେହି ଭକ୍ତ ଜନେ
ମକରନ୍ଦ ସ୍ୱାଦ ଚଖାଉଛୁ.

କହ କହ ନାଥ
କାହିଁ ତୋର ହାତ
ଅଧା ହାତ ତୋର ଦେଖାଉଛୁ
କାହା ଡାକ ଶୁଣି
ମନେ ମନେ ଗୁଣି
ତୋ ହାତ ପଦାକୁ କାଢିଅଛୁ
କେତେବେଳେ କିଏ ଭଲ ଲାଗିଅଛି
ହାତ ତା ପାଇଁ ଲମ୍ବାଇଅଛୁ.

ନାହିଁ ତୋ’ର କାନ
ଶୁଣି ବାକୁ ତାନ
କାନ ଦୁଇ ତୋ’ର ଲୁଚାଇଛୁ
କା ଡାକ ଶୁଣିବୁ
ଦୟା ତୁ କରିବୁ
ତୁ ଏକା ସେ କଥା ଜାଣିଅଛୁ
କା ମଧୁର ସ୍ଵର ଶୁଣି ମହାବାହୁ
ପଛେ ପଛେ ତା’ର ଗୋଡ଼ାଇଛୁ.

କାହିଁ ପେଟ ତୋର
କରିବୁ ଆହାର
ପେଟକୁ ଲୁଚାଇ ଦେଇଅଛୁ
ଭକ୍ତ ଶ୍ରଦ୍ଧା ଦେଖି
ସ୍ୱାଦ ନ ପରଖି
ପେଟ ପୂରା ତୁହି ଖାଇଅଛୁ
ଭକତି ଦେଖିଛୁ କିଛି ବାରିନାହୁଁ
ଗରଭେ ଅଇଁଠା କ୍ଷେପିଅଛୁ.

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

ଦିଲ୍ଲୀ ବହୁଦୂର (ଭାଗ ୫୩)
Literature

ଦିଲ୍ଲୀ ବହୁଦୂର (ଭାଗ ୫୩)

by Manas Ranjan Mahapatra
December 8, 2025

ମାନସ ରଞ୍ଜନ ମହାପାତ୍ର, ପୁରୀ, ୮ ଡିସେମ୍ବର ୨୦୨୫ ଦିଲ୍ଲୀ ବହୁଦୂର। ମୁଁ ତାକୁ ଛୁଇଁ ବି ଛୁଇଁ ପାରିନାହିଁ। ମୁଁ ପ୍ରଥମେ ଦିଲ୍ଲୀ ଯାଇଥିଲି ୧୯୮୧...

Read more
ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

December 3, 2025
କିଛି କଥା – ୩

କିଛି କଥା – ୩

December 2, 2025
ଭୁବନେଶ୍ୱର  ବଦଳି (ଭାଗ ୫୨)

ଭୁବନେଶ୍ୱର ବଦଳି (ଭାଗ ୫୨)

December 1, 2025
Of Love And Peace

Of Love And Peace

November 29, 2025
କିଛି କଥା

କିଛି କଥା-୨

November 25, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.