• About
  • Contact
Tuesday, April 14, 2026
Tuesday, April 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ନୀଳଦେହୀ

ନୀଳଦେହୀ
Share on FacebookShare on Xshare on Whatsappshare on Linkedin
ସସ୍ମିତା ପଣ୍ଡା, କଟକ, ୭ ସେପ୍ଟେମ୍ବର ୨୦୨୩

ଦିବ୍ୟ ସେହି ପାଦପଦ୍ମ
ଲୋଡ଼ୁଥିଲା କୋମଳ ସ୍ବୀକୃତି
ଥାପିବାକୁ ଭୂ ସ୍ବର୍ଗରେ ମଧୁର ଆଶ୍ଳେଷ
ଆଦ୍ୟଶକ୍ତି ଅପରୂପା ଅମୃତ ଆହ୍ଲାଦେ ।।

ଚେଇଁ ଥିଲା କୃଷ୍ଣପକ୍ଷ
ଡାକିଥିଲା ଚାରିମେଘ
ଧୋଇବାକୁ ଧରାପରୁ ପାପ
ମୁକୁଳାଇ ଲୌହ ଫାଶ
ଭବ୍ୟ ଆଲୋକରେ….
କଢାଇଲା ପଥ
ମଥୁରାରୁ ଗୋପ ।।

ପବିତ୍ର ଧରଣୀକୁ କରି ଆଲିଙ୍ଗନ
ପ୍ରକଟିତ ମହାଜ୍ୟୋତି….
ନୀଳଦେହୀ କୋଟି ନୀଳନିମନ୍ତ୍ରଣେ
ଲୁଟିଲା କେ ଘନ ତମସାର ନିଦ
ପୂର୍ଣ୍ଣଗର୍ଭା ହୋଇଲା ଜମୁନା
ଉଛୁଳି ଉଠିଲା ଏକୁଳ ସେ କୁଳ ।।

ରୋହିଣୀ ନକ୍ଷତ୍ର ଲେଖିହେଲା
ପୃଥିବୀ କପାଳେ….
ଆଦ୍ର ଅଧୀରତା ମାଖି ଭାଦ୍ରକୃଷ୍ଣ ପକ୍ଷ
କଂସ ଶିଳା ମାପିନେଲା ବିଜୁଳିର ବେଗ
ଶୂନ୍ୟତାର ଶ୍ରୁତିପଟେ
ଦିବ୍ୟ ଦୈବୀବାଣୀ
ଧର୍ମ ସଂସ୍ଥାପନା ଅର୍ଥେ
ଚରମ ସନ୍ଦେଶ ।।

ସସ୍ମିତା ପଣ୍ଡା

ସସ୍ମିତା ପଣ୍ଡା

ବିଶିଷ୍ଟ କବି, କଟିକଟା, କଟକ, ଦୂରଭାଷ ନଂ ୯୪୩୮୮୫୬୭୮୪

Related Posts

ମହା ବିଷୁବ ସଂକ୍ରାନ୍ତି
Literature

ମହା ବିଷୁବ ସଂକ୍ରାନ୍ତି

by ଦେବେନ୍ଦ୍ର କୁମାର ସାହୁ
April 14, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୪ ଅପ୍ରେଲ ୨୦୨୬ ତୁମେ ଓଡ଼ିଆ ର ଆରାଧ୍ୟ ପ୍ରଭୁହେ ତୁମେ ଓଡ଼ିଆ ର କର୍ମ ଧର୍ମ ତୁମେ ଓଡ଼ିଆ ର...

Read more
ଗାଆଁର ବିକାଶ, କରୁଛି ହତାଶ

ଗାଆଁର ବିକାଶ, କରୁଛି ହତାଶ

April 11, 2026
A Dying Ember

A Dying Ember

April 4, 2026
ମୋ ରାଇଜ ଓଡ଼ିଶା

ମୋ ରାଇଜ ଓଡ଼ିଶା

April 1, 2026
ଜୟ ଶ୍ରୀରାମ

ଜୟ ଶ୍ରୀରାମ

March 27, 2026
ଶେଷ ସଂଳାପ (ଭାଗ ୬୪)

ଶେଷ ସଂଳାପ (ଭାଗ ୬୪)

March 24, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.