• About
  • Contact
Friday, June 19, 2026
Friday, June 19, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଜୀବନ ର ଚଲାପଥ

ଜୀବନ ର ଚଲାପଥ
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୮ ଡିସେମ୍ବର ୨୦୨୩

ଜୀବନ ର ଚଲାପଥ ଖାଲ ଢିପ ପୂର୍ଣ୍ଣ
ଚାଲିବାକୁ ଲାଗେ କଷ୍ଟ,
ଦୁଇ ଆଖିଖୋଲି ଚାଲି ନ ଜାଣିଲେ
ଚାଲିବାଟା ହୁଏ ନଷ୍ଟ.

ଆସିବବି କେତେ ଝଡ଼ ଝଞ୍ଜା ପଥେ
କଣ୍ଟକିତ ହେବ ରାହା
ଦୃଢ ମନ ବଳ ଛିଡା ହୋଇ କଡେ
ହୋଇବ ବିପଦେ ସାହା.

ସହଜ ସୁନ୍ଦର ନୁହଁଇ ଜୀବନ
କଟିଯିବ ନିରାପଦେ
ପ୍ରତି ପଦ ତା’ର ଦୁର୍ବୋଧ୍ୟ କବିତା
ଲେଖା ଅମିତ୍ରା ଛନ୍ଦେ.

ଉପଯୁକ୍ତ ଶିକ୍ଷା ସେହି କବିତା କୁ
କରି ଦିଏ ବୋଧଗମ୍ୟ
ବୁଝିବା ଗାଇବା ଲାଗେନାହିଁ କଷ୍ଟ
ହୁଏ ନାହିଁ ଵିଧି ବାମ.

ବାର ବାର କରି ପଚାରି ମନକୁ
ବାଛି ନେଲେ ଚଲା ପଥ
ଲକ୍ଷ୍ୟ ସ୍ଥଳ କେବେ ନୁହେଁ ଅପହଞ୍ଚ
ସହଜେ ହୁଅଇ ପ୍ରାପ୍ତ.

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

ଦେଖଣା ସୁନ୍ଦର, କଖାରୁ ବଡ଼ି
Literature

ଦେଖଣା ସୁନ୍ଦର, କଖାରୁ ବଡ଼ି

by ଜୟ କୁମାର ମିଶ୍ର
June 15, 2026

ଜୟ କୁମାର ମିଶ୍ର, ଗଜପତି, ୧୫ ଜୁନ ୨୦୨୬ ଡଉଲ ଡାଉଲ, ରୂପ ଝଲ ମଲ ମିଠା ମିଠା, କଥା ଭାଷା, ଦେଖେ, ଶୁଣେ ଯିଏ, ଆକର୍ଷିତ...

Read more
କୃଷକ

କୃଷକ

June 3, 2026
ମାଆର ମୂଲ ଅମୂଲ ମୂଲ

ମାଆର ମୂଲ ଅମୂଲ ମୂଲ

May 10, 2026
କ୍ଷମତା, ମମତା

କ୍ଷମତା, ମମତା

May 9, 2026
ଫଳ କିଏ ଖାଏ

ଫଳ କିଏ ଖାଏ

May 2, 2026
ମଧୁବାବୁ

ମଧୁବାବୁ

April 29, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.