• About
  • Contact
Monday, August 24, 2026
Monday, August 24, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଗଣତନ୍ତ୍ର ଦିବସ ର ଅନୁଚିନ୍ତା

ଗଣତନ୍ତ୍ର ଦିବସ ର ଅନୁଚିନ୍ତା
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୬ ଜାନୁଆରୀ ୨୦୨୪

ଗଣ ତନ୍ତ୍ର ସବୁ ତନ୍ତ୍ର ଠାରୁ ଉଚ୍ଚ
ମାନବ ବାଦ ର ରକ୍ଷା କର୍ତ୍ତା,
ମଣିଷ ଜନମ ସ୍ୱାଧୀନ ଭାବରେ
ଅଛି ତାହାର ସ୍ୱାଧୀନ ଚେତ୍ତା.

ଘରଟା ଯେପରି ଚାଲୁଥାଏ ସଦା
ନିର୍ଦ୍ଦିଷ୍ଟ ଆଇନ କାନୁନ ରେ
ଦେଶ ବି ଚାଲଇ ଶୃଙ୍ଖଳିତ ଭାବେ ଲିଖିତ ନୀତି ସମ୍ବିଧାନରେ.

ସେଥିପାଇଁ ପରା ସାଧାରଣ ତନ୍ତ୍ର
ହୋଇଯାଇ ଅଛି ପ୍ରଚଳିତ
ଆମ ସମ୍ବିଧାନ ଆମ ସ୍ୱାଭିମାନ
କରୁଅଛି ଦେଶ ଜାତି ହିତ.

ଆସରେ ସରବେ ଗୌରବ ର ସହ
ମାନିବାରେ ଆମ ସମ୍ବିଧାନ
ସେହି ପରା ଆମ ଦେଶର ପୁରାଣ
ସେହି ବଢ଼ାଇଛି ଆମ ମାନ.

ଦୋଷ ତ୍ରୁଟି ଯଦି କରୁଅଛି କିଏ
ସମ୍ବିଧାନ ଧାରା ମାନୁ ନାହିଁ
ସମ୍ବିଧାନ ମଧ୍ୟେ ଗଳି ବାଟ ଦେଖି
ଚେଷ୍ଟିତ ଯେ ଖସି ଯିବା ପାଇଁ.

କେତେବେଳେ ହେଲେ କ୍ଷମା ଯୋଗ୍ୟ ନୁହେଁ
ସେହି ଆମ ଦେଶର ବିରୋଧୀ
ସମ୍ବିଧାନ ପ୍ରତି ବିଶ୍ୱାସ ରଖିବା
ଅଟେ ଆମର ପରମ ବିଧି.

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

ଭାରତର ସନ୍ତାନ
Literature

ଭାରତର ସନ୍ତାନ

by ଦେବେନ୍ଦ୍ର କୁମାର ସାହୁ
August 15, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୫ ଅଗଷ୍ଟ ୨୦୨୬ ମୁହିଁ ଭାରତର ଅମୃତ ସନ୍ତାନ ମୋ ଜନ୍ମ ପାଇଁକି ମୁହିଁ ଧନ୍ୟ ବିବିଧତା ମଧ୍ୟେ ଏକତା ଗୀତିକା...

Read more
You, Me and Tea

You, Me and Tea

August 1, 2026
ଛୋଟିଆ ରାତି ସପନ ଅତି

ଛୋଟିଆ ରାତି ସପନ ଅତି

July 23, 2026
ସର୍ବେ ହୁଅନ୍ତୁ ଖୁସି

ସର୍ବେ ହୁଅନ୍ତୁ ଖୁସି

July 18, 2026
ଘୋଷ ଯାତ୍ରା

ଘୋଷ ଯାତ୍ରା

July 16, 2026
ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.