• About
  • Contact
Tuesday, December 16, 2025
Tuesday, December 16, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଆମ ତ୍ରିରଙ୍ଗା

ଆମ ତ୍ରିରଙ୍ଗା
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୫ ଅଗଷ୍ଟ ୨୦୨୪

ତ୍ରିରଙ୍ଗା ଆମର ଗର୍ବ ଗଉରବ
ତ୍ରିରଙ୍ଗା ଆମର ସ୍ୱାଭିମାନ
ଶାନ୍ତି ମୈତ୍ରୀ ଶୌର୍ଯ୍ୟ ପ୍ରତୀକ ତ୍ରିରଙ୍ଗା
ଭାରତ ବାସୀ ହୃଦ ସ୍ପନ୍ଦନ.
ମୁକ୍ତେ ଉଡୁଥିବା ତ୍ରିରଙ୍ଗା ପତାକା
ସଗୌରବେ ମୁଣ୍ଡ ରଖେ ଉଚ୍ଚରେ
ଭାରତୀୟଙ୍କର ଛାତି ସ୍ଫିତ କରେ
ପ୍ରଗତି ବାରତା ଗାୟନ କରେ.
ଜାତୀୟ ସଂଗୀତ ତାଳରେ ତାଳରେ
ତ୍ରିରଙ୍ଗା ଉଡଇ ହଲି ଦୋହଲି
ଆଳସ୍ୟ ବିନାଶୀ ଚଞ୍ଚଳତା ଭରେ
ଦେଶପ୍ରେମ ବହ୍ନି ଦିଅଇ ଜାଳି.
ଆସ ଦେଶ ବାସୀ ହାତେ ହାତ ଛନ୍ଦି
ଗାଇବା ଜାତୀୟ ପତାକା ଜୟ
ପ୍ରତ୍ୟେକ ଘରରେ ଉଡାଇ ତ୍ରିରଙ୍ଗା
ଦେଶର ଗୌରବେ ରଖିବା ଲୟ.

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

‌ତାରକ ଦା’ (ଭାଗ ୫୪)
Literature

‌ତାରକ ଦା’ (ଭାଗ ୫୪)

by Manas Ranjan Mahapatra
December 16, 2025

ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୬ ଡିସେମ୍ବର ୨୦୨୫ ଆଜିକାଲି ମୋର ତାରକ ଦା’ କଥା ଭାରି ମନେପଡ଼େ। ତାରକ ମୁଖାର୍ଜୀ କେବେ ନୂଆଖାଲି ଦଙ୍ଗାରେ ବାପାମାଆଙ୍କୁ...

Read more
କିଛି କଥା – ୫

କିଛି କଥା – ୫

December 16, 2025
କିଛି କଥା -୪

କିଛି କଥା -୪

December 9, 2025
ଦିଲ୍ଲୀ ବହୁଦୂର (ଭାଗ ୫୩)

ଦିଲ୍ଲୀ ବହୁଦୂର (ଭାଗ ୫୩)

December 8, 2025
ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

December 3, 2025
କିଛି କଥା – ୩

କିଛି କଥା – ୩

December 2, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.