• About
  • Contact
Friday, October 16, 2026
Friday, October 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଆସୁଛି ନିର୍ବାଚନ

ଆସୁଛି ନିର୍ବାଚନ
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୮ ଅପ୍ରେଲ ୨୦୨୫

ଆସୁଛି ପଞ୍ଚାୟତ, ପୌର ନିର୍ବାଚନ
ମୁଖ୍ୟ ଦଳଙ୍କୁ ତାହା କରୁଛି ଉଚ୍ଛନ୍ନ
କେମିତି ହାତେଇବେ ଅଧିକ ଆସନ
ରଖିବେ ଦଳର ଯଥା ମାନ ସମ୍ମାନ
ସେଥିଲାଗି ଚାଲିଛି ମାନସ ମନ୍ଥନ
ବିତିଯାଉଛି କେତେ ରାତି ଆଉ ଦିନ ।।୧।।

ଶାସକ ବିଜେପିର ମନ ଛନଛନ
ତା’ବୁକୁରେ ତୋଳୁଛି ଅଜଣା କମ୍ପନ
ଦୃଢ଼ ରଖିବା ପାଇଁ ନିଜ ସିଂହାସନ
ଜିତିବାକୁ ପଡ଼ିବ ଏହି ମତଦାନ
ସପକ୍ଷରେ ନେବାକୁ ଜନ ସମର୍ଥନ
ନୂତନ ଘୋଷଣା ଚାଲିଛି ପ୍ରତିଦିନ ।।୨।।

ବିରୋଧୀ ବିଜେଡ଼ି ହେଉଛି କନକନ
ବିପକ୍ଷେ ତା’ର ଆଦୌ ମାନୁନାହିଁ ମନ
ଲୋକଙ୍କର ହେବାକୁ ବିଶ୍ୱାସଭାଜନ
ପ୍ରସଙ୍ଗ ଉଠାଉଛି ଦେଇ ମନଧ୍ୟାନ
ଗାଦିଚ୍ୟୁତ ଦୁଃଖରେ ହୋଇକି ବିମନ
ନିରୋଳାରେ କରୁଛି ଗୋପନ ରୋଦନ ।।୩।।

କଂଗ୍ରେସ ଚଳାଇଛି ବର୍ଜନ, ଗର୍ଜନ
ଢାଞ୍ଚାରେ ଆଣିଛି ବଡ଼ ପରିବର୍ତ୍ତନ
ପଦଯାତ୍ରା ସହ ବିକ୍ଷୋଭ ପ୍ରଦର୍ଶନ
ତା’ସାଥେ ପୁଣି ସମାବେଶ ଆୟୋଜନ
ଏମିତି ସଜାଡ଼ି ଦଳର ସଂଗଠନ
କଂଗ୍ରେସ ଭାବିଛି ଡେଇଁବ ମଇଦାନ ।।୪।।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
Literature

ଆମେ ପାଉଡି ଭୂୟାଁ (ଭାଗ ୮୦)

by ଭବେଶ ଚନ୍ଦ୍ର କର
October 15, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୫ ଅକ୍ଟୋବର, ୨୦୨୬ ସେଦିନ ମୋ ଶାଶୁଘର ଗାଆଁ ତଳବରଡା ଚଳଚଞ୍ଚଳ ଥିଲା । ପିଲାଠାରୁ ବୁଢା ସଭିଏଁ କାମରେ ବ୍ୟସ୍ତ...

Read more
ଚିହ୍ନ

ଚିହ୍ନ

October 13, 2026
ନିଆରା ମଣିଷ : ଶରତ ବାବୁ

ନିଆରା ମଣିଷ : ଶରତ ବାବୁ

October 12, 2026
ଅଦ୍ବିତୀୟ ଶରତ

ଅଦ୍ବିତୀୟ ଶରତ

October 12, 2026
ଉତ୍କଳ ମଣି ଗୋପବନ୍ଧୁ ଦାସ

ଉତ୍କଳ ମଣି ଗୋପବନ୍ଧୁ ଦାସ

October 9, 2026
ଚାକିରି

ଚାକିରି

October 6, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.