• About
  • Contact
Wednesday, October 14, 2026
Wednesday, October 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଚିହ୍ନ

ଚିହ୍ନ
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୩ ଅକ୍ଟୋବର ୨୦୨୬

କିଛି ଚିହ୍ନ ଲିଭିଯାଏ ସମୟ ସୁଅରେ
ଆଉ କିଛି ନିଶ୍ଚିହ୍ନ ହୁଏ ଅଳ୍ପ ଦିନରେ
ବାକି କିଛି ଲିଭିବାକୁ ସମୟ ଲଗେରେ
ଏମିତିବି ଚିହ୍ନ କିଛି ଅଲିଭା ରହେରେ ।।୧।।

କିଛି ଚିହ୍ନ ରହିଥାଏ ଝାପ୍ସା ସ୍ମୃତିରେ
ଆଉ କିଛି ଥାଏ ପୁଣି ଅଳସ ମୁଦ୍ରାରେ
ବାକି କିଛି ଚିହ୍ନ ଖାଲି ହୃଦୟ ବିଦାରେ
ଏମିତିବି କିଛି ରହେ ଗଭୀର ମନରେ ।।୨।।

କିଛି ଚିହ୍ନ ସ୍ମୃତି ହୋଇ ମନରେ ଭାସେରେ
ସେଇ ସ୍ମୃତି ଉଙ୍କିମାରେ ମଝିରେ ମଝିରେ
ଲୁଚିଯାଏ ତାହା କେବେ ଅମା ଅନ୍ଧକାରେ
ପୁଣି କିଛି ଲୀନ ହୁଏ ବିସ୍ମୃତି ଗର୍ଭରେ ।।୩।।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ନିଆରା ମଣିଷ : ଶରତ ବାବୁ
Literature

ନିଆରା ମଣିଷ : ଶରତ ବାବୁ

by ବିଜୟ କୁମାର ପାଣି
October 12, 2026

ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୧୨ ଅକ୍ଟୋବର ୨୦୨୬ ଧୋତିକୁ ପଞ୍ଜାବୀ ଭାରି ମାନୁଥିଲା ଓଡ଼ିଆର ବେଶ ଭୂଷା । ହସ ହସ ମୁଖେ ମିଠା...

Read more
ଅଦ୍ବିତୀୟ ଶରତ

ଅଦ୍ବିତୀୟ ଶରତ

October 12, 2026
ଉତ୍କଳ ମଣି ଗୋପବନ୍ଧୁ ଦାସ

ଉତ୍କଳ ମଣି ଗୋପବନ୍ଧୁ ଦାସ

October 9, 2026
ଚାକିରି

ଚାକିରି

October 6, 2026
ମନେ ପଡେ ଆଜି ଦିନ

ମନେ ପଡେ ଆଜି ଦିନ

October 2, 2026
ଚଷମା

ଚଷମା

September 29, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.