• About
  • Contact
Tuesday, December 16, 2025
Tuesday, December 16, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଅଛି କି ନ ଅଛି ପ୍ରାରବ୍ଧ ମୋହର

ବାହୁ ମେଲି ତୁମେ ବସିଛ ଠାକୁରେ
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨ ଡିସେମ୍ବର ୨୦୨୨

ତୋର ଛବି ସଦା ଦେଖୁଥିବି ମୁହିଁ
ହୃଦୟେ ମୁଁ ଚାହୁଁଅଛି
ସେ ପ୍ରାରବ୍ଧ ମୋର ଅଛି କି ନ ଅଛି
ଅଜ୍ଞାତେ ମୁଁ ରହିଅଛି.
ତୋ ଅବଢ଼ା ଅନ୍ନ ଭୁଞ୍ଜୁଥିବି ନିତି
ଚାହୁଁଅଛି ମୁଁ ଅନ୍ତରେ
ସେପରି କରମ କରିଛି କି ନାହିଁ
ରହିଅଛି ମୁଁ ଦ୍ଵିଧାରେ.
ତୋର ଦେହ ଛଡ଼ା ତୁଳସୀ ପ୍ରଭୁମୁଁ
ତୁଣ୍ଡେ ମାରିବି ଶ୍ରଦ୍ଧାରେ
ଲେଖା ରହିଛି କି ନାହିଁ କପାଳରେ
ତା’ ମୋ ପାଇଁ ଅନ୍ଧାରରେ.
ଶ୍ରୀକ୍ଷେତ୍ରର ତୀର୍ଥ ଜଳରେ ସ୍ନାହାନ
କରିବାକୁ ଇଚ୍ଛା ମୋର
ତୁମର ଆଶୀଷ ଅଛି କି ନ ଅଛି
ତୁମେ ଜାଣ ହେ ଠାକୁର.

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

କିଛି କଥା – ୫
Literature

କିଛି କଥା – ୫

by ପ୍ରଭୁକଲ୍ୟାଣ ମହାପାତ୍ର
December 16, 2025

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୬ ଡିସେମ୍ବର ୨୦୨୫ କିଛି କଥା କୁହାଯାଏ ନରମ ଗଳାରେ ଆଉ କିଛି କଥା ପୁଣି କର୍କଶ ସ୍ୱରରେ, ଗୁଣୀଜନଙ୍କର ବାଣୀ ବିନମ୍ର ଭାବରେ...

Read more
କିଛି କଥା -୪

କିଛି କଥା -୪

December 9, 2025
ଦିଲ୍ଲୀ ବହୁଦୂର (ଭାଗ ୫୩)

ଦିଲ୍ଲୀ ବହୁଦୂର (ଭାଗ ୫୩)

December 8, 2025
ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

December 3, 2025
କିଛି କଥା – ୩

କିଛି କଥା – ୩

December 2, 2025
ଭୁବନେଶ୍ୱର  ବଦଳି (ଭାଗ ୫୨)

ଭୁବନେଶ୍ୱର ବଦଳି (ଭାଗ ୫୨)

December 1, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.