• About
  • Contact
Saturday, March 14, 2026
Saturday, March 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଭାବନାରେ କେବେ

ଭାବନାରେ କେବେ
Share on FacebookShare on Xshare on Whatsappshare on Linkedin
ସସ୍ମିତା ପଣ୍ଡା, କଟକ, ୨୬ ମଇ ୨୦୨୩

ଫୁଲକୁ ପ୍ରଜାପତିକୁ
ଏମିତି ଦେଖିନି
ପୁଳାପୁଳା ଅନୁଭବରେ
ଏଣୁତେଣୁ ଭାବନାକୁ
ଅଜାଡ଼ି ଦେଇ ।

ଫଗୁଣରେ ପତ୍ରଝଡ଼ା
ଦେଉଥିବା ଫୁଲଗଛ
ପ୍ରଜାପତି ବିନା
ହସୁଥାନ୍ତି ନା ଲୁହ ଗଡ଼ାନ୍ତି
ଏବେଯାଏ ପଚାରିବା ଶିଖିନି ।

କୃଷ୍ଣଚୂଡ଼ା ରଙ୍ଗ ଧରେ
ଓଠକୁ ଲାଲ୍ କରି
ବୟସ ଓଜାଡ଼ି ହୁଏ
ଓଜନିଆ ଡାଳରେ
ତାକୁ ବୁଝିବା ଶିଖି ପାରିଲିନି
ତାର ମନ ରଙ୍ଗବତୀ ନା
ରଙ୍ଗୀନ ।

ପ୍ରଜାପତି ମାନଙ୍କର ଭିଡ଼ରେ
ଫୁଲ ଓହ୍ଲାଇନି ତ କେବେ
ମୁଁ ଯଦିଓ ପଢ଼ି ପାରିନି
କେବେ ………..
ଆକର୍ଷଣର ତରିକା
ପ୍ରଜାତିର ଯୌବନରେ
କି ଫୁଲର ନଜର ବନ୍ଦୀରେ ।

ଫଗୁଣ ଆଉ ଚଇତ୍ର
କେଉଁ ସମୟର ବ୍ୟବଧାନ
ପତ୍ରଝଡ଼ା ର ନା ଭାରି ଫୁଲରେ
ଚିତାକୁଟେଇ ଥିବା
ଜୁଆରିଆ ବୟସ
ମୁଁ ଆଦୌ ବୁଝିନି ।

ସସ୍ମିତା ପଣ୍ଡା

ସସ୍ମିତା ପଣ୍ଡା

ବିଶିଷ୍ଟ କବି, କଟିକଟା, କଟକ, ଦୂରଭାଷ ନଂ ୯୪୩୮୮୫୬୭୮୪

Related Posts

ଶାସ୍ତ୍ରୀୟ ମୋ ଭାଷା
Literature

ଶାସ୍ତ୍ରୀୟ ମୋ ଭାଷା

by ଦେବେନ୍ଦ୍ର କୁମାର ସାହୁ
March 11, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୧ ମାର୍ଚ୍ଚ ୨୦୨୬ ଦାରୁ ଏଠି ବ୍ରହ୍ମ ପୁଣି ଶବ୍ଦ ଏଠି ବ୍ରହ୍ମ ଜାତି କହେ ଅନ୍ନ ବ୍ରହ୍ମ ପବନ ବି...

Read more
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.