• About
  • Contact
Friday, October 16, 2026
Friday, October 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଗଣତନ୍ତ୍ରର ସୌନ୍ଦର୍ଯ୍ୟ

ଗଣତନ୍ତ୍ରର ସୌନ୍ଦର୍ଯ୍ୟ
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧ ଅକ୍ଟୋବର ୨୦୨୪

ଅଧୁନା ଭୋଟର ଚାଖୁଛି ମଉଜ
ଉଇଁଛି ଶାସନର ନୂଆ ସୁରୁଜ
ବହୁମତରେ ଆଉ ନାହିଁ ସର୍କାର
ବିରୋଧୀ ଚାପ ରହିଅଛି ଜବର
ଚାପ ଭିତରେ ରହିଲେ ସରକାର
ବାଟ ହୁଡ଼ିବ ନାହିଁ ଗଣତନ୍ତ୍ରର
ତେଣୁ ଲୋକଙ୍କର ବଢ଼ିଛି ଗରଜ
ଏହା ଗଣତନ୍ତ୍ରର ପରା ସୌନ୍ଦର୍ଯ୍ୟ ।। ୧ ।।

ଆଜି ଭୋଟର ହୋଇଛି ସତେଜ
ଏବେ ତା’ କାମ ହୋଇଯିବ ସହଜ
ଯେଣୁ ଖଣ୍ଡାଧାରରେ ଅଛି ଶାସନ
ବିରୋଧୀ ଦଳ କରୁଅଛି ଗର୍ଜନ
ବିରୋଧୀ ହେଉଛି ଖାଲି ତରତର
କରିବାକୁ ସିଂହାସନ ଅକ୍ତିଆର
ଲୋକଙ୍କ ସମସ୍ୟା ଭିତ୍ତିକ ଆବାଜ
ଆଉ ହେବ ନାହିଁ ନଜର ଅନ୍ଦାଜ ।। ୨ ।।

ଲୋକଙ୍କ ଦାବି ହେଉଅଛି ଦରଜ
ଆଗ ଭଳି ହେଉନାହିଁ ତାହା ଖାରଜ
ଏବେ ଚାଲିଛି ଲୋକଙ୍କ ସରକାର
ମନ୍ତ୍ରୀ ଶାସନ କଳରେ ହରବର
ବିରୋଧୀ ଦଳର ମନ ଛନଛନ
ଶାସକ ଗୋଷ୍ଠୀ ହେଉଛି କନକନ
ଶାସକ, ବିରୋଧୀ ସାଜିକି ଫଉଜ
ଭରଣା କରିବେ ଲୋକଙ୍କ କରଜ ।। ୩ ।।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
Literature

ଆମେ ପାଉଡି ଭୂୟାଁ (ଭାଗ ୮୦)

by ଭବେଶ ଚନ୍ଦ୍ର କର
October 15, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୫ ଅକ୍ଟୋବର, ୨୦୨୬ ସେଦିନ ମୋ ଶାଶୁଘର ଗାଆଁ ତଳବରଡା ଚଳଚଞ୍ଚଳ ଥିଲା । ପିଲାଠାରୁ ବୁଢା ସଭିଏଁ କାମରେ ବ୍ୟସ୍ତ...

Read more
ଚିହ୍ନ

ଚିହ୍ନ

October 13, 2026
ନିଆରା ମଣିଷ : ଶରତ ବାବୁ

ନିଆରା ମଣିଷ : ଶରତ ବାବୁ

October 12, 2026
ଅଦ୍ବିତୀୟ ଶରତ

ଅଦ୍ବିତୀୟ ଶରତ

October 12, 2026
ଉତ୍କଳ ମଣି ଗୋପବନ୍ଧୁ ଦାସ

ଉତ୍କଳ ମଣି ଗୋପବନ୍ଧୁ ଦାସ

October 9, 2026
ଚାକିରି

ଚାକିରି

October 6, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.