• About
  • Contact
Friday, January 23, 2026
Friday, January 23, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଗାଁ ଓ ସହର

ଗାଁ ଓ ସହର
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୩୦ ଜୁଲାଇ ୨୦୨୪

ଗାଆଁରେ ରହିଛି ମନ,
ସହରେ ବିତୁଛି ଜୀବନ ।

ସେଠାରେ ପ୍ରାଣର ସ୍ପନ୍ଦନ,
ଏଠାରେ ଛଳନାର ବନ୍ଧନ ।

ସେ ମାଟିର ଆକର୍ଷଣ,
ଏ ଭୂଇଁରେ ବାଧ୍ୟ ଅବସ୍ଥାନ ।

ସେଇଠି ଅଳସ ଜୀବନ,
ଏଇଠି କର୍ତ୍ତବ୍ୟର ଆହ୍ୱାନ ।

ଗାଆଁରେ ଶୁଦ୍ଧ ମୁକ୍ତ ପବନ,
ସହରେ ଦୂଷିତ ବାତାବରଣ ।

ସେଠାରେ ମୁକ୍ତ ବିଚରଣ,
ଏଠାରେ ଅତି ସନ୍ତର୍ପଣ ।

ସେଠି ମନ୍ଦିରେ ଭଜନ କୀର୍ତ୍ତନ,
ଏଠି ସଂଧ୍ୟାରେ ଟିଭି ଗର୍ଜନ ।

ଗାଆଁରେ ପୋଥି ପୁରାଣ,
ସହରେ ବିଳାସ ବ୍ୟସନ ।

ସେଇଠି ଘଞ୍ଚ ଗିରିବନ,
ଏଇଠି କଂକ୍ରିଟ ସ୍ତୁପମାନ ।

ଗାଆଁ ଓ ସହରର ଏହି ବ୍ୟବଧାନ,
କିପରି ହେବ ତା’ର ସମାଧାନ ?

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ମନ୍ତ୍ରୀ ସେବେର
Literature

ମନ୍ତ୍ରୀ ସେବେର

by ପ୍ରଭୁକଲ୍ୟାଣ ମହାପାତ୍ର
January 22, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୨ ଜାନୁୟାରୀ ୨୦୨୬ ମନ୍ତ୍ରୀଙ୍କର ଆଗେ ଥିଲା ନିଜସ୍ୱ ଚମକ, ଦକ୍ଷତାରେ ରଖୁଥିଲେ ଏ ରାଜ୍ୟର ଟେକ। ।।୧।। ରାଜ୍ୟର ପ୍ରଗତି ଥିଲା...

Read more
ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)

ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)

January 20, 2026
ସତରେ ଏମିତି ହୁଅନ୍ତା କି-୨୨

ସତରେ ଏମିତି ହୁଅନ୍ତା କି-୨୨

January 20, 2026
କହିଲେ ମଦୁଆ, ବାଧିଯାଏ କିଆଁ?

କହିଲେ ମଦୁଆ, ବାଧିଯାଏ କିଆଁ?

January 17, 2026
ଅପରାହ୍ନ

ସ୍ମୃତିରେ ମନୋଜ ଦାସ (ଭାଗ ୫୮)

January 14, 2026
ଅପରାହ୍ନ

ଅପରାହ୍ନ

January 14, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.