• About
  • Contact
Wednesday, June 17, 2026
Wednesday, June 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଫଳ କିଏ ଖାଏ

ଫଳ କିଏ ଖାଏ
Share on FacebookShare on Xshare on Whatsappshare on Linkedin
ଗଦାଧର ସାହୁ, ବ୍ରହ୍ମଗିରି, ପୁରୀ, ୨ ମଇ ୨୦୨୬

କଙ୍କାଳ କହୁଛି
କଳଙ୍କ କାହାଣୀ
କିଏ ସେ ଶୁଣିବ କୁହ,
ଆମରି ବ୍ଯବସ୍ଥା
ଏତେ ଘୁଣଖିଆ
ଭାବିଲେ ଉଠଇ କୋହ ।

ଶବ ସିନା ଏଠି
କଥା କହେ ନାହିଁ
କୁହାଏ ଅନେକ କଥା,
ଏତେ ଅବ୍ୟବସ୍ଥା
ଆମରି ବ୍ଯବସ୍ଥା
ଶୁଣି ଘୂରିଯାଏ ମଥା ।

ମରିଗଲା ପରେ
ସବୁ ସରିଯାଏ
ଲେଖାଖଣ୍ଡେ ଦରକାର,
କୋଉଠୁ ପାଇବ
କେମିତି ପାଇବ
ନ ଜାଣେ ତା ପରିବାର ।

ଯଦିବା ଜାଣିଲା
ଯାହାକୁ କହିଲା
ହତାଦାର କଲା ସିଏ,
ନେଡି ଗୁଡ ଯହୁଁ
କହୁଣି ଗଡିଲା
ବୁଦ୍ଧି ହଜିଯାଏ ହାଏ ।

ଦୋଷ ଲଦି ଲଦି
ସମସ୍ତେ ଖସନ୍ତି
କାନ୍ଦୁଛି ଯିଏ କାନ୍ଦୁଥାଏ,
ଯୋଜନା ଉପରେ
ଯୋଜନା ହେଉଛି
ଫଳ କୁହ କିଏ ଖାଏ ।

କବି ଗଦାଧର ସାହୁ

କବି ଗଦାଧର ସାହୁ

ବ୍ରହ୍ମଗିରି, ପୁରୀ
ଦୂରଭାଷ + ୭୨୦୫୪୦୧୨୧୩

Related Posts

ଦେଖଣା ସୁନ୍ଦର, କଖାରୁ ବଡ଼ି
Literature

ଦେଖଣା ସୁନ୍ଦର, କଖାରୁ ବଡ଼ି

by ଜୟ କୁମାର ମିଶ୍ର
June 15, 2026

ଜୟ କୁମାର ମିଶ୍ର, ଗଜପତି, ୧୫ ଜୁନ ୨୦୨୬ ଡଉଲ ଡାଉଲ, ରୂପ ଝଲ ମଲ ମିଠା ମିଠା, କଥା ଭାଷା, ଦେଖେ, ଶୁଣେ ଯିଏ, ଆକର୍ଷିତ...

Read more
କୃଷକ

କୃଷକ

June 3, 2026
ମାଆର ମୂଲ ଅମୂଲ ମୂଲ

ମାଆର ମୂଲ ଅମୂଲ ମୂଲ

May 10, 2026
କ୍ଷମତା, ମମତା

କ୍ଷମତା, ମମତା

May 9, 2026
ମଧୁବାବୁ

ମଧୁବାବୁ

April 29, 2026
ଉତ୍କଳ ର ଗୌରବ

ଉତ୍କଳ ର ଗୌରବ

April 28, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.