ଭକ୍ତ ଚରଣ ସାହୁ, ଯାଜପୁର, ୧ ଜୁନ୍ ୨୦୨୩
ଯେତେ କାମ ପଛେ
କରୁଥାରେ ବାବୁ
ହୃଦୟକୁ ଆଗ ବାଗା ।
ଭଲ କାମ କରି
ସବୁରି ହୃଦରେ
ନେଇଯାରେ ଟିକେ ଜାଗା ।।
ଭଲ କାମ ପାଇଁ ଆଗା ।
ଚାଲି ଗଲା ପରେ
କେହି ନକୁହନ୍ତୁ
ଥିଲୁ ଗୋଟେ ହତଭାଗା ।।
ଯେତେ କାମ ପଛେ
କରୁଥାରେ ବାବୁ
ହୃଦୟକୁ ଆଗ ବାଗା ।
ଭଲ କାମ କରି
ସବୁରି ହୃଦରେ
ନେଇଯାରେ ଟିକେ ଜାଗା ।।
ଭଲ କାମ ପାଇଁ ଆଗା ।
ଚାଲି ଗଲା ପରେ
କେହି ନକୁହନ୍ତୁ
ଥିଲୁ ଗୋଟେ ହତଭାଗା ।।
ଭକ୍ତ ଚରଣ ସାହୁ, ସଭାପତି, ମାହାଙ୍ଗା-ବଡ଼ଚଣା, ସାହିତ୍ୟ ଓ ସଂସ୍କୃତି ପରିଷଦ, ବାଲିଚନ୍ଦ୍ରପୁର, ଯାଜପୁର, ଓଡ଼ିଶା
ଦୂରଭାଷ ନଂ ୯୪୩୭୨୭୬୬୩୩
ଜୟ କୁମାର ମିଶ୍ର, ଗଜପତି, ୨୨ ଜୁନ ୨୦୨୬ ଗାଆଁ ଟାଉଟର, ହୁଏ ହରବର ପ୍ରଭାତରୁ ମଧ୍ୟ ରାତ୍ର, ପାଠତ ଅଳପ, ବହୁତ ବହପ ଅବରଣେ ମଧ୍ୟପାତ୍ର...
Read more