• About
  • Contact
Thursday, April 16, 2026
Thursday, April 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଜନମ କାହିଁକି ଦେଇଛ ପ୍ରଭୁହେ

ଜନମ କାହିଁକି ଦେଇଛ ପ୍ରଭୁହେ
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୬ ନଭେମ୍ବର ୨୦୨୨

ଜନମ କାହିଁକି ଦେଇଛ ପ୍ରଭୁହେ
ମରଣ କାହିଁକି ଦେଇଛ
ଜୀବନେ କାହିଁକି ଯନ୍ତ୍ରଣା ଦେଇଛ
ଜରା ବ୍ୟାଧି କାହିଁ ଦେଇଛ
ସବୁର କାରଣ ଲୁଚାଇ ରଖିଛ
ଅନ୍ଧାର ଭିତରେ ପକାଇ ଦେଇଛ
କାହିଁକି କହତ ହେ ପରମ ପିତା
ଜୀବନରେ ଦୁଃଖ ଖଞ୍ଜିଛ.

ସୁଖ ସମ୍ପଦକୁ ପାଇବା ପାଇଁକି
ମନେ ବାସନା ଜଗାଇଛ
ସ୍ଥିର ଯାହା ନୁହେଁ ଏହି ସଂସାରରେ
ଅକାରଣେ ତାହା ଦେଇଛ
ଲୋଭରେ ମୋହରେ ପକାଇ ଦେଇଛ
ହିଂସାରେ କ୍ରୋଧରେ ବୁଡାଇ ରଖିଛ
କାହିଁକି କହତ ହେ ପରମ ପିତା
ଶାଶ୍ଵତୁ ଦୂରେଇ ରଖିଛ.

ଶ୍ରୀମୁଖରେ ପ୍ରଭୁ ଶ୍ରୀମଦ ଗୀତାରେ
କି ମଧୁରେ ତୁମେ କହିଅଛ
ଦେବତାଙ୍କ ଦ୍ୱାରା ଯାହା ମିଳେ ସବୁ
ଶାଶ୍ୱତ ତା ନୁହେଁ ଜଣାଇଛ
ଦେବତାଙ୍କୁ କାହିଁ ବିଭାଗ ଦେଇଛ
ମିଛେ ମିଛେ ତୁମେ ଏହା କି କରିଛ
ଆହେ ପରଂବ୍ରହ୍ମ ଛଳକରି ନାଥ
ଖେଳୁଛ ପ୍ରଭୁହେ ଖେଳୁଛ.

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

ମହା ବିଷୁବ ସଂକ୍ରାନ୍ତି
Literature

ମହା ବିଷୁବ ସଂକ୍ରାନ୍ତି

by ଦେବେନ୍ଦ୍ର କୁମାର ସାହୁ
April 14, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୪ ଅପ୍ରେଲ ୨୦୨୬ ତୁମେ ଓଡ଼ିଆ ର ଆରାଧ୍ୟ ପ୍ରଭୁହେ ତୁମେ ଓଡ଼ିଆ ର କର୍ମ ଧର୍ମ ତୁମେ ଓଡ଼ିଆ ର...

Read more
ଗାଆଁର ବିକାଶ, କରୁଛି ହତାଶ

ଗାଆଁର ବିକାଶ, କରୁଛି ହତାଶ

April 11, 2026
A Dying Ember

A Dying Ember

April 4, 2026
ମୋ ରାଇଜ ଓଡ଼ିଶା

ମୋ ରାଇଜ ଓଡ଼ିଶା

April 1, 2026
ଜୟ ଶ୍ରୀରାମ

ଜୟ ଶ୍ରୀରାମ

March 27, 2026
ଶେଷ ସଂଳାପ (ଭାଗ ୬୪)

ଶେଷ ସଂଳାପ (ଭାଗ ୬୪)

March 24, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.