• About
  • Contact
Tuesday, June 17, 2025
Tuesday, June 17, 2025
The Nirvik
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଜନସେବା

ଜନସେବା
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୬ ମଇ ୨୦୨୫

ଜନସେବା ପାଇଁ ଏଠି ସଭିଏଁ ବ୍ୟାକୁଳ
ଯନ୍ତ୍ରୀ, ମନ୍ତ୍ରୀ, ନେତାଙ୍କର ଆଖି ଛଳଛଳ
ଦିନ ରାତି ଖଟୁଛନ୍ତି ହୋଇ ଝାଳନାଳ
ତଥାପି ମିଳି ପାରୁନି ଯୋଜନାର ଫଳ।।୧।।

ଜନସେବା ଲାଗି ଏଠି ପଡ଼ିଛି ଚହଳ
ବିକାଶ ଯୋଜନାର ଘୋଷଣା ମାଳମାଳ
ତା’ର ରୂପାୟନ ପାଇଁ ସମସ୍ତେ ଆକୁଳ
ତଥାପି ହଟି ପାରୁନି ମାଗଣା ଚାଉଳ।।୨।।

କାହା ଲାଗି ଜନସେବା ପଶାପାଲି ଖେଳ
ଆଉ କାହା ଲାଗି ତାହା ଗଜରାର ମାଳ
କେତେକଙ୍କ ପାଇଁ ତାହା ତପସ୍ୟାର ଜଳ
ଗରିବୀ, ବେକାରୀ କିନ୍ତୁ ହେଉନି ନିର୍ମୂଳ।।୩।।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ସମ୍ପାଦନା : କେତେ କଷ୍ଟକର କାମ ସତେ ! (ଭାଗ ୩୦)
Literature

ସମ୍ପାଦନା : କେତେ କଷ୍ଟକର କାମ ସତେ ! (ଭାଗ ୩୦)

by Manas Ranjan Mahapatra
June 17, 2025

ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୭ ଜୁନ୍ ୨୦୨୫ କଲେଜରେ ପଢିଲା ବେଳେ ମୁଁ ସ୍କୁଟର ଚଲାଇବା ଶିଖିନେଇଥିଲି। ୧୯୯୧ରେ ସ୍କୁଟରଟିଏ କିଣିବା ପାଇଁ ଆଡ଼ଭାନ୍ସ ଅଫିସରୁ...

Read more
ଅନୁରାଧା

ଅନୁରାଧା

June 14, 2025
ହେ ଲୀଳାମୟ ପ୍ରଭୂ ପରଂବ୍ରହ୍ମ

ହେ ଲୀଳାମୟ ପ୍ରଭୂ ପରଂବ୍ରହ୍ମ

June 11, 2025
ବିକଶିତ ଓଡ଼ିଶା

ବିକଶିତ ଓଡ଼ିଶା

June 10, 2025
ଭୁବନେଶ୍ଵରରେ ପ୍ରଥମ ଜାତୀୟ ପୁସ୍ତକ ମେଳା: ୧୯୯୨ (ଭାଗ ୨୯)

ଭୁବନେଶ୍ଵରରେ ପ୍ରଥମ ଜାତୀୟ ପୁସ୍ତକ ମେଳା: ୧୯୯୨ (ଭାଗ ୨୯)

June 9, 2025
ଯାହା କହିବାର ଅଛି

ଯାହା କହିବାର ଅଛି

June 9, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.