• About
  • Contact
Friday, July 3, 2026
Friday, July 3, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଜୟ ସମଦୃଷ୍ଟିଦିଆ ଶ୍ରୀଜଗନ୍ନାଥ!

ଜୟ ସମଦୃଷ୍ଟିଦିଆ ଶ୍ରୀଜଗନ୍ନାଥ!
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୩ ଜୁଲାଇ ୨୦୨୬

କିଏ ଦେଲା ତୋତେ ଜଗନ୍ନାଥ ନାମ
ମୁଁ ଛାର ଅଜ୍ଞାନ ବୁଝିବି କାହୁଁ
ତୁହି ତୋର ସ୍ରଷ୍ଟା ହେ ପୁରୁଷୋତ୍ତମ
ତୋ’ର ନାମ ଧରି ବିଭ୍ରାନ୍ତ ହେଉ।

ତୁହି ଜଗନ୍ନାଥ କହି କହି ଆମେ
ନମ୍ରତାକୁ ଛାଡି ଗର୍ବିତ ହେଉ
ତୁହି ସର୍ବ ଧର୍ମ ଉର୍ଦ୍ଧ୍ୱେ ମହାପ୍ରଭୁ
ହୀନ ମନ୍ୟତାରେ ବିସ୍ମରି ଯାଉ।

ତୁହି ବ୍ରହ୍ମାଣ୍ଡର ସୃଷ୍ଟି କର୍ତ୍ତା କହି
ବିପରୀତ ଆମ କଥା କର୍ମରେ
ଗୀତା ତୋର ନିଜ କଥା କହୁ ସିନା
ତାହାର ମର୍ମ କୁ ବୁଝୁନା ଥରେ।

ଭକ୍ତ ସାଲବେଗ ହରିଦାସ କଥା
କରୁ ଆଲୋଚନା କେଡେ ସରାଗେ
ଅନ୍ୟ ଧର୍ମ ଲୋକ ମାନଙ୍କୁ କାହିଁକି
ହୃଦୟେ କାହିଁକି ଘୃଣା ଟି ଜାଗେ।

ତୁ ଯଦି ଭାବୁଛୁ ସର୍ବେ ଏକାକାର
ସମସ୍ତ ଧର୍ମର ତୁ ପ୍ରଭୁ ଇଷ୍ଟ
କରିଦେ କରିଦେ କିଛି ଚମତ୍କାର
ସମ ଦୃଷ୍ଟି ଦିଆ ନ ଲଭୁ କଷ୍ଟ।

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା
Literature

ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା

by ଅବନୀ ଚନ୍ଦ୍ର ଦାସ
June 29, 2026

ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ୱର, ୨୯ ଜୁନ୍ ୨୦୨୬ ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ସ୍ନାନ ଯାତ୍ରା ଆମ ଓଡ଼ିଶାର ଜଗନ୍ନାଥ ସଂସ୍କୃତିର ଅନ୍ୟତମ ଭବ୍ୟ...

Read more
ଗାଆଁ ଟାଉଟର

ଗାଆଁ ଟାଉଟର

June 22, 2026
ଦେଖଣା ସୁନ୍ଦର, କଖାରୁ ବଡ଼ି

ଦେଖଣା ସୁନ୍ଦର, କଖାରୁ ବଡ଼ି

June 15, 2026
କୃଷକ

କୃଷକ

June 3, 2026
ମାଆର ମୂଲ ଅମୂଲ ମୂଲ

ମାଆର ମୂଲ ଅମୂଲ ମୂଲ

May 10, 2026
କ୍ଷମତା, ମମତା

କ୍ଷମତା, ମମତା

May 9, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.