• About
  • Contact
Thursday, July 16, 2026
Thursday, July 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

କିଛି କଥା-୨

କିଛି କଥା
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୫ ନଭେମ୍ବର ୨୦୨୫

କିଛି କଥା କହି ହୁଏ ନିରବ ଆଖିରେ
ଆଉ କିଛି କଥା ପୁଣି ଥରିଲା ଓଠରେ
ଯେଉଁ କଥା ରହିଯାଏ ମନ ଗହୀରରେ
ହୃଦୟ ବିଦାରେ ତାହା ଭରା ବେଦନାରେ ।।୧।।

କିଛି କଥା କହିହୁଏ ଚୋରା ଚାହାଁଣିରେ
ଆଉ କିଛି କଥା ପୁଣି ମୁରୁକି ହସରେ
ବାକି କିଛି କଥାବାର୍ତ୍ତା ଆଖି ମିଳନରେ
ତା’ପରେ କଥା ଆସର ନିଶବ୍ଦ ଠାରରେ ।।୨।।

କଅଁଳ ଶିଶୁ କଥା କୁଆଁ କୁଆଁ କାନ୍ଦରେ
କିଶୋର ବୟସେ କଥା ଅଝଟ ପଣରେ
ଯୌବନରେ କଥା ଥାଏ ଆତ୍ମ ବିଶ୍ୱାସରେ
ବାର୍ଦ୍ଧକ୍ୟେ କଥା ସୀମିତ ଈଶ୍ୱର ଚର୍ଚ୍ଚାରେ ।।୩।।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ନିର୍ବାଚନ ପୂର୍ବ, ରାତି
Literature

ନିର୍ବାଚନ ପୂର୍ବ, ରାତି

by ଜୟ କୁମାର ମିଶ୍ର
July 11, 2026

ଜୟ କୁମାର ମିଶ୍ର, ଗଜପତି, ୧୧ ଜୁଲାଇ ୨୦୨୬ ପାହିଗଲେ ରାତି, ଅପେକ୍ଷାର ଇତି ନିର୍ବାଚନ ମତ ଦାନ, କେତେ ହଟାପାଟି, ହେବେ ପିଟା ପିଟି ମିଛ...

Read more
କେମିତିକା ଯୁଗ ଇଏରେ

କେମିତିକା ଯୁଗ ଇଏରେ

July 4, 2026
ଜୟ ସମଦୃଷ୍ଟିଦିଆ ଶ୍ରୀଜଗନ୍ନାଥ!

ଜୟ ସମଦୃଷ୍ଟିଦିଆ ଶ୍ରୀଜଗନ୍ନାଥ!

July 3, 2026
ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା

ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା

June 29, 2026
ଗାଆଁ ଟାଉଟର

ଗାଆଁ ଟାଉଟର

June 22, 2026
ଦେଖଣା ସୁନ୍ଦର, କଖାରୁ ବଡ଼ି

ଦେଖଣା ସୁନ୍ଦର, କଖାରୁ ବଡ଼ି

June 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.