• About
  • Contact
Thursday, October 15, 2026
Thursday, October 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

କିଛି କଥା-୬

କିଛି କଥା-୬
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୩ ଡିସେମ୍ବର ୨୦୨୫

କିଛି କଥା ଲୁହ ହୋଇ ବହିଯାଏ ଆଖିରେ
ଆଉ କିଛି ଜମାଟ ବାନ୍ଧେ ନରମ ଛାତିରେ,
ଉଙ୍କିମାରେ କିଛି କଥା ଏ ଗହନ ମନରେ
ଅହରହ ଝୁଣୁଥାଏ ଏ ମନକୁ ତାହାରେ ।।୧।।

କିଛି କଥା ଏ ମନରେ ସଦା ଜଳୁ ଥାଏରେ
ସବୁ ଚେଷ୍ଟା କରି ତାହା ଆଦୌ ଲିଭେ ନାହିଁରେ,
ଏମିତିବି କିଛି କଥା ଆଲୋଡିତ କରେରେ
ଅଭୁଲା ରହିଥାଏ ତାହା ସାରା ଜୀବନରେ ।।୨।।

ଈଶ୍ୱର ମିହମା କଥା ଆଖି ଖୋଲି ଦିଏରେ
ଲୋଭ, ମୋହ, ମାୟା ଠାରୁ ମନ ଫେଡ଼ି ନିଏରେ,
ପ୍ରବଚନ, ସଂକୀର୍ତ୍ତନ ମନ ଥୟ କରେରେ
ଆଧ୍ୟାତ୍ମିକ ଆଲୋଚନା ହୃଦେ ଶାନ୍ତି ଭରେରେ ।।୩।।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ଚିହ୍ନ
Literature

ଚିହ୍ନ

by ପ୍ରଭୁକଲ୍ୟାଣ ମହାପାତ୍ର
October 13, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୩ ଅକ୍ଟୋବର ୨୦୨୬ କିଛି ଚିହ୍ନ ଲିଭିଯାଏ ସମୟ ସୁଅରେ ଆଉ କିଛି ନିଶ୍ଚିହ୍ନ ହୁଏ ଅଳ୍ପ ଦିନରେ ବାକି କିଛି ଲିଭିବାକୁ...

Read more
ନିଆରା ମଣିଷ : ଶରତ ବାବୁ

ନିଆରା ମଣିଷ : ଶରତ ବାବୁ

October 12, 2026
ଅଦ୍ବିତୀୟ ଶରତ

ଅଦ୍ବିତୀୟ ଶରତ

October 12, 2026
ଉତ୍କଳ ମଣି ଗୋପବନ୍ଧୁ ଦାସ

ଉତ୍କଳ ମଣି ଗୋପବନ୍ଧୁ ଦାସ

October 9, 2026
ଚାକିରି

ଚାକିରି

October 6, 2026
ମନେ ପଡେ ଆଜି ଦିନ

ମନେ ପଡେ ଆଜି ଦିନ

October 2, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.