• About
  • Contact
Thursday, October 15, 2026
Thursday, October 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ମନ୍ତ୍ରୀ ସେବେର

ମନ୍ତ୍ରୀ ସେବେର
Share on FacebookShare on Xshare on Whatsappshare on Linkedin

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୨ ଜାନୁୟାରୀ ୨୦୨୬

ମନ୍ତ୍ରୀଙ୍କର ଆଗେ ଥିଲା ନିଜସ୍ୱ ଚମକ,
ଦକ୍ଷତାରେ ରଖୁଥିଲେ ଏ ରାଜ୍ୟର ଟେକ। ।।୧।।
ରାଜ୍ୟର ପ୍ରଗତି ଥିଲା ସେମାନଙ୍କ ଲକ୍ଷ୍ୟ,
ଭେଦଭାବ ଉର୍ଦ୍ଧ୍ୱେ ରଖୁଥିଲେ ନିଜ ପକ୍ଷ। ।।୨।।
ବ୍ୟକ୍ତିତ୍ୱ ଜଟକୁଥିଲା ସମଗ୍ର ରାଜ୍ୟରେ,
ନଥିଲା ସୀମିତ ତାହା ନିଜ ଅଞ୍ଚଳରେ। ।।୩।।
ମନ୍ତ୍ରୀତ୍ୱ ପାଇଁ ସେମାନେ ନଥିଲେ ବ୍ୟାକୁଳ,
ବ୍ୟକ୍ତିତ୍ୱ ଦୀପ୍ତିରେ ପକାଉଥିଲେ ଚହଳ। ।।୪।।
ନିଜ ପରିବାର କଥା ପଛରେ ପକାଇ,
ଦୁଃଖୀ ଲୋକଙ୍କ ପାଇଁ କରୁଥିଲେ ଲଢ଼େଇ। ।।୫।।
ଜନସେବା ଥିଲା ତାଙ୍କ ଜୀବନର ବ୍ରତ,
ଦାୟଦ ଥଇଥାନରେ ନଥିଲେ ସୀମିତ। ।।୬।।
ମନ୍ତ୍ରୀ ଥିଲେ ସେମାନେ ସମଗ୍ର ଓଡ଼ିଶାର,
ରାଜ୍ୟର ବିକାଶ ଥିଲା ତାଙ୍କ ଅଗ୍ରାଧିକାର। ।।୭।।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ଚିହ୍ନ
Literature

ଚିହ୍ନ

by ପ୍ରଭୁକଲ୍ୟାଣ ମହାପାତ୍ର
October 13, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୩ ଅକ୍ଟୋବର ୨୦୨୬ କିଛି ଚିହ୍ନ ଲିଭିଯାଏ ସମୟ ସୁଅରେ ଆଉ କିଛି ନିଶ୍ଚିହ୍ନ ହୁଏ ଅଳ୍ପ ଦିନରେ ବାକି କିଛି ଲିଭିବାକୁ...

Read more
ନିଆରା ମଣିଷ : ଶରତ ବାବୁ

ନିଆରା ମଣିଷ : ଶରତ ବାବୁ

October 12, 2026
ଅଦ୍ବିତୀୟ ଶରତ

ଅଦ୍ବିତୀୟ ଶରତ

October 12, 2026
ଉତ୍କଳ ମଣି ଗୋପବନ୍ଧୁ ଦାସ

ଉତ୍କଳ ମଣି ଗୋପବନ୍ଧୁ ଦାସ

October 9, 2026
ଚାକିରି

ଚାକିରି

October 6, 2026
ମନେ ପଡେ ଆଜି ଦିନ

ମନେ ପଡେ ଆଜି ଦିନ

October 2, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.