• About
  • Contact
Friday, June 13, 2025
Friday, June 13, 2025
The Nirvik
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ମାତୃ କୃପାରେ ଛଳ ଛଳ

ମାତୃ କୃପାରେ ଛଳ ଛଳ
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୯ ଅପ୍ରେଲ ୨୦୨୪

ତୁହି ମା’ ମାଟିରେ
ତୁହି ମା’ ତରୁରେ
ତୁହି ମା’ ଫୁଲରେ ଫଳରେ,
ତୁହି ମା’ ଜଳରେ
ତୁହି ମା’ ବାୟୁରେ
ତୁହି ମା’ ଅନନ୍ତ ଆକାଶରେ.
ତୁହି ମା’ ହସରେ
ତୁହି ମା’ କାନ୍ଦରେ
ତୁହି ମା’ ଖେଳରେ ପଢ଼ାରେ,
ତୁହି ମା’ ଗୀତରେ
ତୁହି ମା’ ଗପରେ
ତୁହି ମା’ ଶବ୍ଦରେ କଥାରେ.
ତୁହି ମା’ ଦେହରେ
ତୁହି ମା’ ଆତ୍ମାରେ
ତୁହି ମା’ ନିଶ୍ୱାସ ପ୍ରଶ୍ୱାସରେ,
ତୁହି ମା’ କର୍ମରେ
ତୁହି ମା’ ଧର୍ମରେ
ତୁହି ମା’ ଜୀବନ ଯାତ୍ରାରେ.

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

ହେ ଲୀଳାମୟ ପ୍ରଭୂ ପରଂବ୍ରହ୍ମ
Literature

ହେ ଲୀଳାମୟ ପ୍ରଭୂ ପରଂବ୍ରହ୍ମ

by ଦେବେନ୍ଦ୍ର କୁମାର ସାହୁ
June 11, 2025

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୧ ଜୁନ ୨୦୨୫ ହେ ଲୀଳାମୟ ପ୍ରଭୁ ପରଂବ୍ରହ୍ମ ବିଜୟ ସ୍ନାନ ମଣ୍ଡପରେ ସେ ମଣ୍ଡପ ଧନ୍ୟ ବରଷକେ ଥରେ ତୁମକୁ...

Read more
ବିକଶିତ ଓଡ଼ିଶା

ବିକଶିତ ଓଡ଼ିଶା

June 10, 2025
ଭୁବନେଶ୍ଵରରେ ପ୍ରଥମ ଜାତୀୟ ପୁସ୍ତକ ମେଳା: ୧୯୯୨ (ଭାଗ ୨୯)

ଭୁବନେଶ୍ଵରରେ ପ୍ରଥମ ଜାତୀୟ ପୁସ୍ତକ ମେଳା: ୧୯୯୨ (ଭାଗ ୨୯)

June 9, 2025
ଯାହା କହିବାର ଅଛି

ଯାହା କହିବାର ଅଛି

June 9, 2025
କାବ୍ୟ ଗଡ଼ର ନାୟକ

କାବ୍ୟ ଗଡ଼ର ନାୟକ

June 6, 2025
ଆହେ ମହାବାହୁ

ଆହେ ମହାବାହୁ

June 3, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.