• About
  • Contact
Wednesday, July 15, 2026
Wednesday, July 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ନୂଆ ବରଷ

ନୂଆ ବରଷ
Share on FacebookShare on Xshare on Whatsappshare on Linkedin
ଜୟଶ୍ରୀ ଦାସ, ବାଲେଶ୍ଵର, ୫ ଜାନୁଆରୀ ୨୦୨୩

ବଦଳାଇ ଦିନ ଦଣ୍ଡ ମାସ ଓ ବରଷ
ଧରାରେ ପାଦଦେଲା ଦି-ସହସ୍ର ତେଇଶ
କେ କେତେ ରୋଶଣି କରି କରନ୍ତି ସ୍ଵାଗତ
ସତେ କି ଏ ସମୟକୁ କରିବେ ଆୟତ୍ତ

ବରଷ ବଦଳିବାରେ ଆଜି ନୂଆ କିବା
କାଳର ମହା ପ୍ରବାହେ କାଳଖଣ୍ଡ ଅବା
ଭୋଜିଭାତ ମହୋତ୍ସବ କାହିଁକି ଏପାଇଁ
ସମୟ ସୁଅକୁ କେବେ ରଖିହେବ ନାହିଁ

ସମୟର ଉପଯୋଗ ନପାରିଲେ କରି
ପ୍ରଗତି ବେଳରେ ନର ପଛେ ଥାଏ ପଡ଼ି
ନୂଆର ଛୁଆଁରେ ଏତେ ନୋହି ଉତ୍ସାହିତ
କରମରେ ଆମେ ମାତିଯିବା ଅବିରତ

ସାରା ସଂସାରର ଆମେ ପାଞ୍ଚିଲେ ମଙ୍ଗଳ
ବରଷ ପାଳନ ନିଶ୍ଚେ ହୋଇବ ସଫଳ।।।

ଜୟଶ୍ରୀ ଦାସ

ଜୟଶ୍ରୀ ଦାସ

ତୃତୀୟ ବର୍ଷ ସ୍ନାତକ ଛାତ୍ରୀ, ଓଡ଼ିଆ ସମ୍ମାନ, କୃଷ୍ଣଚନ୍ଦ୍ର ପିଲିଲି ମହାବିଦ୍ୟାଳୟ ଜଗାଇ, ବାଲିଆପାଳ, ବାଲେଶ୍ଵର ଦୂରଭାଷ:୯୩୩୭୪୩୦୯୦୩ jayashreedas422003@gmail.com

Related Posts

ନିର୍ବାଚନ ପୂର୍ବ, ରାତି
Literature

ନିର୍ବାଚନ ପୂର୍ବ, ରାତି

by ଜୟ କୁମାର ମିଶ୍ର
July 11, 2026

ଜୟ କୁମାର ମିଶ୍ର, ଗଜପତି, ୧୧ ଜୁଲାଇ ୨୦୨୬ ପାହିଗଲେ ରାତି, ଅପେକ୍ଷାର ଇତି ନିର୍ବାଚନ ମତ ଦାନ, କେତେ ହଟାପାଟି, ହେବେ ପିଟା ପିଟି ମିଛ...

Read more
କେମିତିକା ଯୁଗ ଇଏରେ

କେମିତିକା ଯୁଗ ଇଏରେ

July 4, 2026
ଜୟ ସମଦୃଷ୍ଟିଦିଆ ଶ୍ରୀଜଗନ୍ନାଥ!

ଜୟ ସମଦୃଷ୍ଟିଦିଆ ଶ୍ରୀଜଗନ୍ନାଥ!

July 3, 2026
ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା

ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା

June 29, 2026
ଗାଆଁ ଟାଉଟର

ଗାଆଁ ଟାଉଟର

June 22, 2026
ଦେଖଣା ସୁନ୍ଦର, କଖାରୁ ବଡ଼ି

ଦେଖଣା ସୁନ୍ଦର, କଖାରୁ ବଡ଼ି

June 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.