• About
  • Contact
Sunday, May 17, 2026
Sunday, May 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ସାତ ସାଗରର ଶୋଷ ମୋ ମନରେ

ସାତ ସାଗରର ଶୋଷ ମୋ ମନରେ
Share on FacebookShare on Xshare on Whatsappshare on Linkedin
ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୬ ଅଗଷ୍ଟ ୨୦୨୩

ସାତ ସାଗରର ଶୋଷ ମୋ ମନରେ
ସାତ ସପନର ତନ୍ଦ୍ରା ମୋ ମନେ
ମୁଁ ଏକ ଶ୍ରାବଣୀ ନଈ ।୧।

ଶ୍ରାବଣ ଆସିଲେ
ଆକୁଳ ଆବେଗେ
ଆକାଶକୁ ରହେ ଚାହିଁ ।୨।

ଢେଉ ପରେ ଢେଉ
ମୋ ଦେହକୁ ଯାଏ ଛୁଇଁ
ଚୋରା ବାଲି ତଳେ
ଅନାଇ ରହେ ମୁଁ
ମୁଗ୍ଧ ଶାମୁକା ହୋଇ
ଅସରା ଲୁହର ଧାରା ଝରି ଆସେ
ଆଷାଢ଼ ଆକାଶ ଛୁଇଁ
ମୋ ଆକାଶେ ଆଜି ଏତେ ଅନ୍ଧାର
ସଂଜ ଆସୁଛି ନଇଁ ।୩।

ମନୋରମା ବିଶ୍ଵାଳ ମହାପାତ୍ର

ମନୋରମା ବିଶ୍ଵାଳ ମହାପାତ୍ର

ଡକ୍ଟର ମନୋରମା ବିଶ୍ଵାଳ ମହାପାତ୍ର ଓଡ଼ିଶା ଏବଂ ଭାରତର ଜଣେ ସୁପରିଚିତ ଓ ସୁନାମଧନ୍ୟ କବି।
ଫୋନ୍ - ୯୪୩୭୦୧୧୦୦୩

Related Posts

ମାଆର ମୂଲ ଅମୂଲ ମୂଲ
Literature

ମାଆର ମୂଲ ଅମୂଲ ମୂଲ

by ଭକ୍ତ ଚରଣ ସାହୁ
May 10, 2026

ଭକ୍ତ ଚରଣ ସାହୁ, ଯାଜପୁର, ୧୦ ମଇ ୨୦୨୫ ମାଆର ମୂଲ ଅମୂଲ ମୂଲ ତା' ମୂଲ କିଏ ଦେବ। ମାଆର ଗେଲ ଅମୃତ ତୁଲ ତା'...

Read more
କ୍ଷମତା, ମମତା

କ୍ଷମତା, ମମତା

May 9, 2026
ଫଳ କିଏ ଖାଏ

ଫଳ କିଏ ଖାଏ

May 2, 2026
ମଧୁବାବୁ

ମଧୁବାବୁ

April 29, 2026
ଉତ୍କଳ ର ଗୌରବ

ଉତ୍କଳ ର ଗୌରବ

April 28, 2026
What You Call Right

What You Call Right

April 18, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.